Home ଜାତୀୟ ଦିଲ୍ଲୀରେ ପଙ୍ଗପାଳ ଆତଙ୍କ

ଦିଲ୍ଲୀରେ ପଙ୍ଗପାଳ ଆତଙ୍କ

373

ନୂଆ ଦିଲ୍ଲୀ ୨୭-୬ (ଓଡ଼ିଆ ପୁଅ) ଦିଲ୍ଲୀରେ ପଙ୍ଗପାଳ ମାଡିଆସିଛନ୍ତି। ଏମାନେ ବିଭିନ୍ନ ଗଛର ଡାଳ ପତ୍ର ଖାଇ ଗଛ ସବୁକୁ ଲଣ୍ଡା କରି ପକାଉଛନ୍ତି। ତେବେ ଦିଲ୍ଲୀରେ କରୋନା ମହାମାରୀ ଆତଙ୍କ ଖେଳାଇଥିବା ବେଳେ ପଙ୍ଗପାଳ ଆତଙ୍କ ଦିଲ୍ଲୀବାସୀଙ୍କୁ ଡରାଇଲାଣି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.