Home Coronavirus Outbreak ରାଜ୍ୟରେ ୨୧୨୯ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ରାଜ୍ୟରେ ୨୧୨୯ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

110

ଭୁବନେଶ୍ୱର ୨୩-୮ (ଓଡ଼ିଆ ପୁଅ) ରାଜ୍ୟରୁ ପୁଣି ଆସିଛି ଖୁସି ଖବର। ଆଜି ସୁସ୍ଥ ହୋଇଛନ୍ତି ୨୧୨୯ କରୋନା ଆକ୍ରାନ୍ତ। ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ହୋଇଛନ୍ତି ୫୪୪୦୫ ଜଣ। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସୁସ୍ଥ ହେଲେ
୨୭୬ ଜଣ ଖୋର୍ଦ୍ଧା ଜିଲ୍ଲାରୁ
୨୬୫ ଜଣ ଗଞ୍ଜାମ ଜିଲ୍ଲାରୁ
୧୭୮ ଜଣ ସୁନ୍ଦରଗଡ଼ ଜିଲ୍ଲାରୁ
୧୭୨ ଜଣ କଟକ ଜିଲ୍ଲାରୁ
୧୫୩ ଜଣ କୋରାପୁଟ ଜିଲ୍ଲାରୁ
୧୪୪ ଜଣ ଭଦ୍ରକ ଜିଲ୍ଲାରୁ
୧୩୦ ଜଣ ନୟାଗଡ଼ ଜିଲ୍ଲାରୁ
୧୨୨ ଜଣ କନ୍ଧମାଳ ଜିଲ୍ଲାରୁ
୯୦ ଜଣ ବାଲେଶ୍ୱର ଜିଲ୍ଲାରୁ
୮୪ ଜଣ ପୁରୀ ଜିଲ୍ଲାରୁ
୮୦ ଜଣ ମାଲକାନଗିରି
୬୮ ଜଣ ସମ୍ବଲପୁର ଜିଲ୍ଲାରୁ
୬୮ ଜଣ ରାୟଗଡ଼ା ଜିଲ୍ଲାରୁ
୫୬ ଜଣ ମୟୁରଭଞ୍ଜ ଜିଲ୍ଲାରୁ
୫୦ ଜଣ ଗଜପତିଜିଲ୍ଲାରୁ
୨୭ ଜଣ ଜଗତସିଂହପୁର ଜିଲ୍ଲାରୁ
୨୪ ଜଣ ଯାଜପୁର ଜିଲ୍ଲାରୁ
୨୩ ଜଣ ଢେଙ୍କାନାଳ ଜିଲ୍ଲାରୁ
୨୩ ଜଣ କେନ୍ଦୁଝର ଜିଲ୍ଲାରୁ
୧୯ ଜଣ କଳାହାଣ୍ଡି ଜିଲ୍ଲାରୁ
୧୮ ଜଣ ଅନୁଗୁଳ ଜିଲ୍ଲାରୁ
୧୬ ଜଣ କେନ୍ଦ୍ରାପଡ଼ା ଜିଲ୍ଲାରୁ
୧୪ ଜଣ ବଲାଙ୍ଗୀର ଜିଲ୍ଲାରୁ
୧୩ ଜଣ ଝାରସୁଗୁଡ଼ା ଜିଲ୍ଲାରୁ
୯ ଜଣ ନବରଙ୍ଗପୁର ଜିଲ୍ଲାରୁ
୬ ଜଣ ବୌଦ୍ଦ ଜିଲ୍ଲାରୁ
୧ ଜଣ ସୋନପୁର ଜିଲ୍ଲାରୁ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.