Home ଅପରାଧ ଜଙ୍ଗଲରୁ ମିହିଳାଙ୍କ ମୃତ ଦେହ ଉଦ୍ଧାର

ଜଙ୍ଗଲରୁ ମିହିଳାଙ୍କ ମୃତ ଦେହ ଉଦ୍ଧାର

113

କେନ୍ଦୁଝର୧୪ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କେନ୍ଦୁଝର ଜିଲ୍ଲା ର କାଶୀପାଳ ହାଟକୁ ଯାଇ ଘରକୁ  ଫେରିନଥିବା ମହିଳାଙ୍କ ମୃତ ଦେହକୁ ଝୁମ୍ପୁରା  ପୁଲିସ୍ ଉଦ୍ଧାରକରି ତଦନ୍ତ ଆରମ୍ଭ କରିଥିବା ସୁଚନା ମିଳିଛି । ସୁଚନାଯୋଗ୍ୟ- ଶୁକ୍ରବାର କାଶୀପାଳ ହାଟକୁ ଯାଇ ଫେରି ନଥିଲେ ପାଟବିଲା ଗ୍ରାମର ଦମ୍ପତି , ହତ୍ୟା ପରେ ପୋତି ଦିଆଯାଇଥିବା ସନ୍ଦେହକୁ ଝୁମ୍ପୁରା ପୋଲିସ ତଦନ୍ତ ଆରମ୍ଭ କରୁଥିବା ସୁଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.