Home ଅପରାଧ ଅଗ୍ନିକାଣ୍ଡରେ ଜଳିଗଲା ୧୦ ବଖରା ଘର

ଅଗ୍ନିକାଣ୍ଡରେ ଜଳିଗଲା ୧୦ ବଖରା ଘର

102

କଟକ ୧୪ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଗତ ବିଳମ୍ବିତ ରାତ୍ରୀରେ କଟକ ଜିଲ୍ଲା ତେନ୍ତୁଳିଆ ତୋଟାସାହିରେ ଭୟଙ୍କର ଅଗ୍ନିକାଣ୍ଡରେ ୧୦ ବଖରା ଘର ପୋଡି ପାଉଁସ ହୋଇଯାଇଥିବା ଅଗ୍ନିଶ୍ରମ ବିଭାଗ ସୁତ୍ରରୁ ଜଣାପଡିଛି । ଅଗ୍ନି ଲାଗିବା ଖବର ପାଇ ଘଟଣା ସ୍ଥଳରେ ବାଙ୍କୀ ଓ କଳାପଥର ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ  ଆୟତ୍ତ କରିଥଇବା ସୁଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.