Home ଅପରାଧ ପୁରୀରେ ଗୋଷ୍ଠି ସଂଘର୍ଷ ରେ ଜଣେ ମୃତ

ପୁରୀରେ ଗୋଷ୍ଠି ସଂଘର୍ଷ ରେ ଜଣେ ମୃତ

235

ପୁରୀ୧୪ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ପୁରୀରେ ବେଆଇନ୍ ବାଲି ଚାଲାଣ କୁ କେନ୍ଦ୍ରକରି ଗୋଷ୍ଟି ସଂଘର୍ଷ ଘଟି ଜଣେ ମୃତ ବରଣ କରିବା ସୁଚନା ମିଳିଛି । ପୁରୀ ସଦର ଥାନା କୋରୁଅ ଛକରେ ଚୋରା ବାଲି ଚାଲାଣକୁ କେନ୍ଦ୍ର କରି ଗୋଷ୍ଠି ସଂଘର୍ଷ ହେବା ସହ କଣ୍ଠପୁର ଗ୍ରାମର ବେଲ ବିଶ୍ୱାଳକୁ ଖଣ୍ଡାରେ ହାଣି ହତ୍ୟା କରାଯାଇଥିବା ପୁଲିସ୍ ସୁତ୍ରରୁ ସୁଚନା ମିଳିଛି । ଘଟଣା ସ୍ଥଳରେ ଏପରି ଉତ୍ତେଜନାକୁ ଦେଖି ପୁଲସ ପକ୍ଷରୁ ଫୋର୍ସ ମୃତୟନ କରାଯିବା ସହ ଘଟଣା ସ୍ଥଳରେ ଜିଲ୍ଲା ଏସପି ପହଞ୍ଚି ତଦନ୍ତ କରୁଥିବା ସୁଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.