Home 2020

Yearly Archives: 2020

୧୩୬ତମ କଂଗ୍ରେସ ପ୍ରତିଷ୍ଠା ଦିବସ ପାଳିତ , କଂଗ୍ରେସ ଏକ ଦଳ ନୁହେଁ ଏକ ବିଚାରଧାରା

ଭଦ୍ରକ, ୨୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭାରତର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ଦଳର ୧୩୬ତମ ପ୍ରତିଷ୍ଠା ଦିବସ ଆଜି ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ...

କୋଭିଡ୍ କଟକଣାରେ ଖୋଲିଲା ବାବା ଆଖଣ୍ଡଳମଣିଙ୍କ ମନ୍ଦିର, ପ୍ରଥମେ ଦର୍ଶନ କଲେ ସେବାୟତ ପରିବାର

ଭଦ୍ରକ, ୨୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଦୀର୍ଘମାସର ଅପେକ୍ଷା ପରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ହୋଇଛି ମହାମିଳନ । କୋଭିଡ୍ କଟକଣା ମଧ୍ୟରେ ଆଜି ପବିତ୍ର ସୋମବାରରେ...

ଦଧିବାବନପୁର ଠାରୁ ବଞ୍ଚୋ ସିଙ୍ଗଡୋବ ରାସ୍ତା ନିର୍ମାଣ ଆରମ୍ଭ

ହାଟଡିହି-୨୮ /୧୨ (ଓଡିଆପୁଅ /ବିକାଶ ବିଶ୍ୱାଳ)ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ଦଧିବାବନପୁର ଠାରୁ ବଞ୍ଚୋ ସିଙ୍ଗଡୋବ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ରାସ୍ତା ଉପରେ ବଞ୍ଚୋ ଓ...

ଜୟ ଦୁର୍ଗା ଫାଉଣ୍ଡେସନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ , ବଞ୍ଚୋ ଚମ୍ପିୟନ

ହାଟଡିହି-୨୮ /୧୨ (ଓଡିଆପୁଅ /ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ସୁଲଣ ବାଲି ପଡିଆ ଠାରେ ଜୟ ଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଆଜିର ଫାଇନାଲ ମ୍ୟାଚରେ...

ପ୍ରଧାନମନ୍ତ୍ରୀ ଆବାସ ଉପରେ ବିଜୁପକ୍କାଘର ଷ୍ଟିକର ର ପ୍ରତିବାଦ ମୁଖ୍ୟମନ୍ତ୍ରୀଙ୍କ ଚିଠି ଚିରିଲା ବିଜେପି

ହାଟଡିହି-୨୮ /୧୨ (ଓଡିଆପୁଅ /ବିକାଶ ବିଶ୍ୱାଳ)ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ଉପରେ ବିଜୁପକକା ଘର ଷ୍ଟିକର ଲାଗଇବାକୁ ନେଇ ଭାରତୀୟ ଜନତାପାର୍ଟି ପକ୍ଷରୁ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହାର...

ସ୍କୁଲ ସ୍ଥାନାନ୍ତର ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

ହାଟଡିହି-୨୮ /୧୨ (ଓଡିଆପୁଅ /ବିକାଶ ବିଶ୍ୱାଳ)କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସମଣା ପଞ୍ଚାୟତ ବରାଙ୍ଗ ଗ୍ରାମରେ ଥିବା ୪୮ବର୍ଷର ପୁରୁଣା ବରାଙ୍ଗ ସରକାରୀ ପ୍ରାଥମିକ ବିଦ୍ୟାଳୟଟି ଏବେ ସ୍ଥାନାନ୍ତର ହେଉଥିବା ଜଣାପଡିବାପରେ ଗାଁରେ...

କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ କରୋନା ଆକ୍ରାନ୍ତ

0
ନୂଆଦିଲ୍ଲୀ ୨୮-୧୨ (ଓଡିଆ ପୁଆ): ବିଜେପି ନେତା ତଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେଙ୍କର ଆଜି କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି। କେନ୍ଦ୍ର ମନ୍ତ୍ରୀ...

ବିରାଟ କୋହଲି ଦଶନ୍ଧିର ସର୍ବଶ୍ରେଷ୍ଠ କ୍ରିକେଟ ଖେଳାଳି

0
ନୂଆ ଦିଲ୍ଲୀ ୨୮ ଡିସେମ୍ବର (ଓଡ଼ିଆ ପୁଅ) ବିରାଟ କୋହଲିଙ୍କୁ ଦଶକର ସର୍ବଶ୍ରେଷ୍ଟ ପୁରୁଷ କ୍ରିକେଟର ଏବଂ ଧୋନିଙ୍କୁ ଦଶକର ସ୍ପିରିଟ୍ ଅଫ୍ କ୍ରିକେଟ୍ ପୁରସ୍କାର ସମ୍ମାନିତ କରିଛି ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ...

ଆଇସିସି ଆୱାର୍ଡ଼ : ବିରାଟ କୋହଲିଙ୍କୁ କ୍ରିକେଟର ଅଫ୍ ଦି ଡେକାଡେ, ଧୋନିଙ୍କୁ ସ୍ପିରିଟ୍ ଅଫ୍ କ୍ରିକେଟ୍ ଅପ୍...

0
ନୂଆ ଦିଲ୍ଲୀ ୨୮ ଡିସେମ୍ବର (ଓଡ଼ିଆ ପୁଅ) ବିରାଟ କୋହଲିଙ୍କୁ ଦଶକର ସର୍ବଶ୍ରେଷ୍ଟ ପୁରୁଷ କ୍ରିକେଟର ଏବଂ ଧୋନିଙ୍କୁ ଦଶକର ସ୍ପିରିଟ୍ ଅଫ୍ କ୍ରିକେଟ୍ ପୁରସ୍କାର ସମ୍ମାନିତ କରିଛି ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ...

ଆଜି ଦେଶର ପ୍ରଥମ ଚାଳକ ବିହୀନ ମେଟ୍ରୋ ସେବାକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

0
ନୂଆ ଦିଲ୍ଲୀ ୨୮-୧୨ (ଓଡ଼ିଆ ପୁଅ) ଆଜିଠାରୁ ଦେଶରେ ପ୍ରଥମ ଡ୍ରାଇଭରହୀନ ମେଟ୍ରୋ ସେବା ଚାଲିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏହି ମେଟ୍ରୋ ସେବାକୁ ଉଦଘାଟନ କରିବେ। ପ୍ରଧାନମନ୍ତ୍ରୀ ମୋଦୀ ସକାଳ...

ମେଲବୋର୍ଣ୍ଣ ଟେଷ୍ଟ: ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆକୁ ଦ୍ୱିତୀୟ ଝଟକା, ଭାରତ ୧୩୧ ରନର ଅଗ୍ରଣୀ

0
ମେଲବୋର୍ଣ୍ଣ : ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଖେଳୁଛି ଦ୍ୱିତୀୟ ଟେଷ୍ଟ। ମ୍ୟାଚର ତୃତୀୟ ଦିନରେ ସୋମବାର ମେଲବୋର୍ଣ୍ଣ ଟେଷ୍ଟରେ ମଧ୍ୟାହ୍ନ ଭୋଜନ ପୂର୍ବରୁ ଭାରତ ପ୍ରଥମ ଇନିଂସରେ ୩୨୬ ରନ୍ ସଂଗ୍ରହ କରିଛି।...

ଉପକୂଳ ମତ୍ସ୍ୟ ଓ ଚିଙ୍ଗୁଡ଼ି ଚାଷ ସମ୍ପର୍କିତ କର୍ତ୍ତୃପକ୍ଷ ନିୟମ ଓ କାର୍ଯ୍ୟକାରିତା କର୍ମଶାଳା ଅନୁଷ୍ଠିତ

ପୁରୀ- ୨୭.୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ପୁରୀରେ ଉପକୂଳ ମତ୍ସ୍ୟ ଓ ଚିଙ୍ଗୁଡ଼ି ଚାଷ ସମ୍ପର୍କିତ କର୍ତ୍ତୃପକ୍ଷ ନିୟମ ଓ କାର୍ଯ୍ୟକାରିତା କର୍ମଶାଳା ଆଜି ସନ୍ଧ୍ୟାରେ ସ୍ଥାନୀୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ...

ବଡ଼ ଆସ୍ୱସ୍ତି: ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବଢ଼ିଲା ଡିଏଲ, ଆରସି, ପରମିଟ ଆଦି ଯାନବାହନ ସଂକ୍ରାନ୍ତ କାଗଜପତ୍ରର ବୈଧତା

0
ନୂଆଦିଲ୍ଲୀ: କୋଭିଡ୍ -୧୯ ସଂକ୍ରମଣକୁ ପ୍ରତିହତ କରିବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଡିଏଲ, ଆରସି, ପରମିଟ ଆଦି ଯାନବାହନ ସଂକ୍ରାନ୍ତ କାଗଜପତ୍ରର ବୈଧତା...

ମୁଖ୍ୟମନ୍ତ୍ରୀଙ୍କ ମହିଳା ସଂରକ୍ଷଣ ପ୍ରସଙ୍ଗରେ ବିଜେପି ମହିଳା ମୋର୍ଚ୍ଚାର ଟାର୍ଗେଟ୍: ୨୦ ବର୍ଷ ଶାସନ ଭିତରେ ମହିଳାଙ୍କ ସାମାଜିକ...

0
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ରାଜ୍ୟର ମହିଳା ମାନଙ୍କୁ କେବେ ବି ଗୁରୁତ୍ୱ ଦିଅନ୍ତି ନାହିଁ। ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମହିଳା ସଂରକ୍ଷଣ କଥା ଉଠାଇ କେବଳ ରାଜ୍ୟବାସୀଙ୍କୁ ଭ୍ରମିତ କରିବାର ଅପଚେଷ୍ଟା...

କମିଲାଣି କରୋନା ଭାଇରସର ପ୍ରଭାବ , ସ୍ୱାଭାବିକ୍ ହୋଇପାରୁନି ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା

ଭଦ୍ରକ, ୨୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚଳିତ ବର୍ଷ ଏପ୍ରିଲ ମାସ ଠାରୁ କରୋନା ଭାଇରସ ପ୍ରଭାବରେ ସମଗ୍ର ବିଶ୍ୱ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିଲା । ଏଥିରୁ ବାଦ...

‘ସୃଜନଶୀଳ ପରିବର୍ତ୍ତନର ଅନ୍ୟନାମ ସାହିତ୍ୟ’ , ଭଣ୍ଡାରିପୋଖରୀ ସାହିତ୍ୟ ସଂସଦ ବର୍ଷାନ୍ତ ଆସର

ଭଦ୍ରକ, ୨୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପରିବର୍ତ୍ତନଶୀଳ ସମାଜର ଅନ୍ୟତମ ଧାରକ ସାହିତ୍ୟ । ପରିବର୍ତ୍ତନକୁ ମାର୍ଜିତ ଓ ସୃଜନଶୀଳ କରିବା ହେଉଛି ସାହିତ୍ୟର ଧର୍ମ । ଯାହା...

ଷୋଳମପୁର ପଞ୍ଚାୟତରେ ପରୀରଥ ପଦଯାତ୍ରା

ଭଦ୍ରକ, ୨୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ବ୍ଲକର ଷୋଳମପୁର ପଞ୍ଚାୟତରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ‘ପରୀରଥ‘ ପରିକ୍ରମା ରବିବାର ଅନୁଷ୍ଠିତ ହୋଇଯାଇଛି । ଦଳର ବଳଦେବଜୀଉ...

ଷୋଳମପୁରରେ ଗୀତା ଜୟନ୍ତୀ

ଭଦ୍ରକ, ୨୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ବ୍ଲକର ଷୋଳମପୁର ଗ୍ରାମଦେବତୀ ସନ୍ତେଶ୍ୱରୀ ପୀଠରେ ରବିବାର ଗୀତା ଜୟନ୍ତୀ ପାଳନ କରାଯାଇଛି । ଏହି ଅବସରରେ ଗ୍ରାମଦେବତୀ ପୂଜନ,...

ଭଦ୍ରକ ଜିଲ୍ଲା କନ୍‌ଜ୍ୟୁମର ଫୋରମ୍ ଗଠିତ

ଭଦ୍ରକ, ୨୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦ ଆନୁକଲ୍ୟରେ ରାଜ୍ୟ ଉପଭୋକ୍ତା ମହିଳା ସଂଗଠନ ପରାମର୍ଶ କ୍ରମେ ଆଜି ଭଦ୍ରକ ସହରର କୁଆଁସ...

ଦକ୍ଷିଣେଶ୍ୱରୀ କାଳୀଙ୍କ ପୀଠରେ ଗୀତାଯଜ୍ଞ

ଭଦ୍ରକ, ୨୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ମଠସାହି ସ୍ଥିତ ମା’ ଦକ୍ଷିଣେଶ୍ୱରୀ କାଳୀ ମନ୍ଦିର ପୀଠରେ ଆଜି ଗୀତାଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏଥିରେ ଭଦ୍ରକର ବିଭିନ୍ନ...