Home Coronavirus Outbreak ନର୍ଲା ସିଏଚସିର ୨ ଜଣ ମହିଳା ଡ଼ାକ୍ତର କରୋନା ଆକ୍ରାନ୍ତ

ନର୍ଲା ସିଏଚସିର ୨ ଜଣ ମହିଳା ଡ଼ାକ୍ତର କରୋନା ଆକ୍ରାନ୍ତ

98

କଳାହାଣ୍ଡି ୧୩-୬ (ଓଡ଼ିଆ ପୁଅ) : ନର୍ଲା କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ରର ଦୁଇଜଣ ମହିଳା ଡାକ୍ତର କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। , ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏ ନେଇ ଗତକାଲି କଳାହାଣ୍ଡି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ସୂଚନା୍ଯୋଗ୍ୟଯେ, ନିକଟରେ AIIMS ଭୁବନେଶ୍ୱରର ୪ ଜଣ ଡାକ୍ତରଙ୍କର କରୋନା ଟେଷ୍ଟ ପଜିଟିଭ୍ ଆସିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.