Home ଓଡ଼ିଶା ପ୍ରବଳ ବର୍ଷା ଯୋଗୁଁ ଧସିଲା ପାହାଡ

ପ୍ରବଳ ବର୍ଷା ଯୋଗୁଁ ଧସିଲା ପାହାଡ

194

ରାୟଗଡ଼ା,୦୬/୦୯,(ଓଡ଼ିଆ ପୁଅ ପି ନାଏକ): ଲଘୁଚାପଜନିତ ଲଗାଣ ବର୍ଷାରେ ଧସିଲା ପାହାଡ଼ । ରାୟଗଡ ଜିଲ୍ଲା ଗୁଣୁପୁର ବ୍ଳକର ଆବଡା ପଞ୍ଚାୟତର ତିନା ଲିଂ ପାହାଡ଼ର ମାଟି ପଥର ପ୍ରବଳ ବର୍ଷା ଯୋଗୁଁ ଧସିଛି । ଫଳରେ କୁଳସିଙ୍ଗ ଗ୍ରାମର ମାନସୀ ଗମାଙ୍ଗ, ଗିରିମ ଗମାଙ୍ଗ ଓ ସପିଡ଼ି ଗମାଙ୍ଗଙ୍କ ଘରେ ମାଟି କାଦୁଅ ପଶିଯାଇଛି । ଖବର ପାଇ ଆବଡା ସରପଞ୍ଚ ଗ୍ରାମରେ ପହଞ୍ଚି କ୍ଷତି ଗ୍ରସ୍ତଙ୍କୁ ଉଦ୍ଧାର କରିବା ସହ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.