Home Coronavirus Outbreak ରାଜ୍ୟରେ ୧୯ କରୋନା ଆକ୍ରାନ୍ତ ମୃତ, ମୃତ୍ୟୁ ସଂଖ୍ୟା ୨୨୫୧ କୁ ବୃଦ୍ଧି – ଜାଣନ୍ତୁ...

ରାଜ୍ୟରେ ୧୯ କରୋନା ଆକ୍ରାନ୍ତ ମୃତ, ମୃତ୍ୟୁ ସଂଖ୍ୟା ୨୨୫୧ କୁ ବୃଦ୍ଧି – ଜାଣନ୍ତୁ କେଉଁ ଜିଲ୍ଲାରୁ

60

ଭୁବନେଶ୍ୱର ୧୩-୫ (ଓଡ଼ିଆ ପୁଅ) ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ୧୯ କୋବିଡ ପଜିଟିଭ ରୋଗୀଙ୍କ ମୃତ୍ୟୁ ହୋଇଛି। ଏହାସହ ମୃତ୍ୟୁ ସଂଖ୍ୟା ୨୨୫୧ କୁ ବୃଦ୍ଧି ପାଇଛି। ତେବେ
ଅନୁଗୁଳ ଜିଲ୍ଲାର ୩ ଜଣ, ବାଲେଶ୍ୱର ଜିଲ୍ଲାର ଜଣେ, ବରଗଡ ଜିଲ୍ଲାର ଜଣେ, ଭୁବନେଶ୍ୱରର ଜଣେ, ବଲାଙ୍ଗୀର ଜିଲ୍ଲାରg ଜଣେ, ବୌଦ୍ଧ ଜିଲ୍ଲାର ଜଣେ, ଗଞ୍ଜାମ ଜିଲ୍ଲାର ଜଣେ, ଜଗତସିଂହପୁର ଜିଲ୍ଲାର ଜଣେ, କନ୍ଧମାଳ ଜିଲ୍ଲାର ଜଣେ, ମାଲକାନଗିରି ଜିଲ୍ଲାର ଜଣେ, ନୁଆପଡା ଜିଲ୍ଲାର ଜଣେ, ପୁରୀ ଜିଲ୍ଲାର ୨ ଜଣ, ରାୟଗଡ଼ା ଜିଲ୍ଲାର ଜଣେ, ସମ୍ବଲପୁର ଜିଲ୍ଲାର ଜଣେ, ସୁନ୍ଦରଗଡ ଜିଲ୍ଲାର ୨ ଜଣଙ୍କର ମୃତ୍ୟୁ ହୋଇଛି।

ଜାଣନ୍ତୁ କେଉଁ ଜିଲ୍ଲାରୁ?

୧ – ଅନୁଗୁଳ ଜିଲ୍ଲାର ଜଣେ ୫୩ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ, ଉଚ୍ଚ ରକ୍ତଚାପ ଏବଂ ଫୁସଫୁସ ଭେନୋ-ଅକ୍ଲୁସିଭ୍ ରୋଗରେ ମଧ୍ୟ ପୀଡିତ ଥିଲେ।

୨ – ଅନୁଗୁଳ ଜିଲ୍ଲାର ୩୭ ବର୍ଷ ବୟସ୍କ ପୁରୁଷ।

୩ – ଅନୁଗୁଳ ଜିଲ୍ଲାର ଜଣେ ୫୩ ବର୍ଷ ବୟସ୍କା ମହିଳା ଯିଏକି ଇଡିଓପାଥିକ୍ ଜେନେରାଲାଇଜଡ୍ ଏପିଲିପସିରେ ପୀଡିତ ଥିଲେ।

୪ – ବାଲେଶ୍ୱର ଜିଲ୍ଲାର ଜଣେ ୩୬ ବର୍ଷ ବୟସ୍କ ପୁରୁଷ।

୫ – ବରଗଡ ଜିଲ୍ଲାର ଜଣେ ୪୨ ବର୍ଷ ବୟସ୍କ ପୁରୁଷ।

୬ – ଭୁବନେଶ୍ୱରର ୭୫ ବର୍ଷ ବୟସ୍କ ପୁରୁଷ।

୭ – ବଲାଙ୍ଗୀର ଜିଲ୍ଲାର ଜଣେ ୫୦ ବର୍ଷ ବୟସ୍କା ମହିଳା ଯିଏ ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୮ – ବୌଦ୍ଧ ଜିଲ୍ଲାର ୬୫ ବର୍ଷ ବୟସ୍କ ପୁରୁଷ –

୯ – ଗଞ୍ଜାମ ଜିଲ୍ଲାର ୨୯ ବର୍ଷ ବୟସ୍କ ପୁରୁଷ।

୧୦ – ଜଗତସିଂହପୁର ଜିଲ୍ଲାର ଜଣେ ୩୫ ବର୍ଷ ବୟସ୍କ ପୁରୁଷ।

୧୧ – କନ୍ଧମାଳ ଜିଲ୍ଲାର ଜଣେ ୫୪ ବର୍ଷ ବୟସ୍କ ପୁରୁଷ।

୧୨ – ମାଲକାନଗିରି ଜିଲ୍ଲାର ୪୫ ବର୍ଷ ବୟସ୍କା ମହିଳା।

୧୩ – ନୁଆପଡା ଜିଲ୍ଲାର ଜଣେ ୩୫ ବର୍ଷ ବୟସ୍କ ପୁରୁଷ।

୧୪ – ପୁରୀ ଜିଲ୍ଲାର ଜଣେ ୯୧ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପ ଏବଂ ପାର୍କିନ୍ସନ୍ ରୋଗରେ ପୀଡିତ ଥିଲେ।

୧୫ – ପୁରୀ ଜିଲ୍ଲାର ଜଣେ ୫୨ ବର୍ଷ ବୟସ୍କ ପୁରୁଷ।

୧୬ – ରାୟଗଡ଼ା ଜିଲ୍ଲାର ଜଣେ ୭୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୧୭ – ସମ୍ବଲପୁର ଜିଲ୍ଲାର ଜଣେ ୪୭ ବର୍ଷ ବୟସ୍କ ପୁରୁଷ।

୧୮ – ସୁନ୍ଦରଗଡ ଜିଲ୍ଲାର ଜଣେ ୫୮ ବର୍ଷ ବୟସ୍କ ପୁରୁଷ।

୧୯ – ସୁନ୍ଦରଗଡ ଜିଲ୍ଲାର ଜଣେ ୫୧ ବର୍ଷ ବୟସ୍କା ମହିଳା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.