Home Coronavirus Outbreak ପୁଣି ୧୦ ହଜାର ପାର ସଂକ୍ରମଣ: ରାଜ୍ୟରେ ଗତ ୨୪ ଘଂଟାରେ ୧୦,୬୪୯ ନୂଆ ଆକ୍ରାନ୍ତ...

ପୁଣି ୧୦ ହଜାର ପାର ସଂକ୍ରମଣ: ରାଜ୍ୟରେ ଗତ ୨୪ ଘଂଟାରେ ୧୦,୬୪୯ ନୂଆ ଆକ୍ରାନ୍ତ ଚିହ୍ନଟ, କରୋନା ନେଲା ୧୯ ଜୀବନ – ସକ୍ରୀୟ ଆକ୍ରାନ୍ତ ଲକ୍ଷେ ପାର

362

ଭୁବନେଶ୍ୱର ୧୩-୫ (ଓଡ଼ିଆ ପୁଅ) ରାଜ୍ୟରେ ଗତ ୨୪ ଘଂଟାରେ ୧୦,୬୪୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୫୫୭ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରେ ୯୩୦ ଓ ସୁନ୍ଦରଗଡ଼ରେ ୭୭୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମାଲକାନଗିରିକୁ ଓ କନ୍ଧମାଳକୁ ବାଦ ଦେଲେ ବାକି ୨୮ ଜିଲ୍ଲାରେ ତିନି ଅଙ୍କ ଉପରେ ରହିଛି ସଂକ୍ରମଣ ସଂଖ୍ୟା।

ଗତ ୨୪ ଘଣ୍ଟା ଭିତରେ ମହାମାରୀ ନେଇଛି ୧୯ ଜଣଙ୍କ ଜୀବନ।
୫୧୪୫୧ ଟେଷ୍ଟ ହୋଇଛି।
ପ୍ରଥମ ଥର ପାଇଁ ରାଜ୍ୟରେ ଏକ ଲକ୍ଷ ପାର କଲା ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା।
ବର୍ତ୍ତମାନ ରାଜ୍ୟରେ ସକ୍ରୀୟ ଆକ୍ରାନ୍ତ ୧୦୦୩୧୩
ମୃତ୍ୟୁ ସଂଖ୍ୟା ୨୨୫୧ କୁ ବୃଦ୍ଧି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫,୭୬,୨୯୭ କୁ ବୃଦ୍ଧି ପାଇଛି।

ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ୧୯ କୋବିଡ ପଜିଟିଭ ରୋଗୀଙ୍କ ମୃତ୍ୟୁ ହୋଇଛି। ଏହାସହ ମୃତ୍ୟୁ ସଂଖ୍ୟା ୨୨୫୧ କୁ ବୃଦ୍ଧି ପାଇଛି। ତେବେ
ଅନୁଗୁଳ ଜିଲ୍ଲାର ୩ ଜଣ, ବାଲେଶ୍ୱର ଜିଲ୍ଲାର ଜଣେ, ବରଗଡ ଜିଲ୍ଲାର ଜଣେ, ଭୁବନେଶ୍ୱରର ଜଣେ, ବଲାଙ୍ଗୀର ଜିଲ୍ଲାରg ଜଣେ, ବୌଦ୍ଧ ଜିଲ୍ଲାର ଜଣେ, ଗଞ୍ଜାମ ଜିଲ୍ଲାର ଜଣେ, ଜଗତସିଂହପୁର ଜିଲ୍ଲାର ଜଣେ, କନ୍ଧମାଳ ଜିଲ୍ଲାର ଜଣେ, ମାଲକାନଗିରି ଜିଲ୍ଲାର ଜଣେ, ନୁଆପଡା ଜିଲ୍ଲାର ଜଣେ, ପୁରୀ ଜିଲ୍ଲାର ୨ ଜଣ, ରାୟଗଡ଼ା ଜିଲ୍ଲାର ଜଣେ, ସମ୍ବଲପୁର ଜିଲ୍ଲାର ଜଣେ, ସୁନ୍ଦରଗଡ ଜିଲ୍ଲାର ୨ ଜଣଙ୍କର ମୃତ୍ୟୁ ହୋଇଛି।

ଜାଣନ୍ତୁ କେଉଁ ଜିଲ୍ଲାରୁ?

୧ – ଅନୁଗୁଳ ଜିଲ୍ଲାର ଜଣେ ୫୩ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ, ଉଚ୍ଚ ରକ୍ତଚାପ ଏବଂ ଫୁସଫୁସ ଭେନୋ-ଅକ୍ଲୁସିଭ୍ ରୋଗରେ ମଧ୍ୟ ପୀଡିତ ଥିଲେ।

୨ – ଅନୁଗୁଳ ଜିଲ୍ଲାର ୩୭ ବର୍ଷ ବୟସ୍କ ପୁରୁଷ।

୩ – ଅନୁଗୁଳ ଜିଲ୍ଲାର ଜଣେ ୫୩ ବର୍ଷ ବୟସ୍କା ମହିଳା ଯିଏକି ଇଡିଓପାଥିକ୍ ଜେନେରାଲାଇଜଡ୍ ଏପିଲିପସିରେ ପୀଡିତ ଥିଲେ।

୪ – ବାଲେଶ୍ୱର ଜିଲ୍ଲାର ଜଣେ ୩୬ ବର୍ଷ ବୟସ୍କ ପୁରୁଷ।

୫ – ବରଗଡ ଜିଲ୍ଲାର ଜଣେ ୪୨ ବର୍ଷ ବୟସ୍କ ପୁରୁଷ।

୬ – ଭୁବନେଶ୍ୱରର ୭୫ ବର୍ଷ ବୟସ୍କ ପୁରୁଷ।

୭ – ବଲାଙ୍ଗୀର ଜିଲ୍ଲାର ଜଣେ ୫୦ ବର୍ଷ ବୟସ୍କା ମହିଳା ଯିଏ ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୮ – ବୌଦ୍ଧ ଜିଲ୍ଲାର ୬୫ ବର୍ଷ ବୟସ୍କ ପୁରୁଷ –

୯ – ଗଞ୍ଜାମ ଜିଲ୍ଲାର ୨୯ ବର୍ଷ ବୟସ୍କ ପୁରୁଷ।

୧୦ – ଜଗତସିଂହପୁର ଜିଲ୍ଲାର ଜଣେ ୩୫ ବର୍ଷ ବୟସ୍କ ପୁରୁଷ।

୧୧ – କନ୍ଧମାଳ ଜିଲ୍ଲାର ଜଣେ ୫୪ ବର୍ଷ ବୟସ୍କ ପୁରୁଷ।

୧୨ – ମାଲକାନଗିରି ଜିଲ୍ଲାର ୪୫ ବର୍ଷ ବୟସ୍କା ମହିଳା।

୧୩ – ନୁଆପଡା ଜିଲ୍ଲାର ଜଣେ ୩୫ ବର୍ଷ ବୟସ୍କ ପୁରୁଷ।

୧୪ – ପୁରୀ ଜିଲ୍ଲାର ଜଣେ ୯୧ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପ ଏବଂ ପାର୍କିନ୍ସନ୍ ରୋଗରେ ପୀଡିତ ଥିଲେ।

୧୫ – ପୁରୀ ଜିଲ୍ଲାର ଜଣେ ୫୨ ବର୍ଷ ବୟସ୍କ ପୁରୁଷ।

୧୬ – ରାୟଗଡ଼ା ଜିଲ୍ଲାର ଜଣେ ୭୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୧୭ – ସମ୍ବଲପୁର ଜିଲ୍ଲାର ଜଣେ ୪୭ ବର୍ଷ ବୟସ୍କ ପୁରୁଷ।

୧୮ – ସୁନ୍ଦରଗଡ ଜିଲ୍ଲାର ଜଣେ ୫୮ ବର୍ଷ ବୟସ୍କ ପୁରୁଷ।

୧୯ – ସୁନ୍ଦରଗଡ ଜିଲ୍ଲାର ଜଣେ ୫୧ ବର୍ଷ ବୟସ୍କା ମହିଳା।

ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ ଚିହ୍ନଟ

୧ – ଅନୁଗୁଳ ଜିଲ୍ଲାରୁ ୫୫୭
୨ – ବାଲେଶ୍ୱର ଜିଲ୍ଲାରୁ ୫୦୩
୩ – ବରଗଡ ଜିଲ୍ଲାରୁ ୩୯୧
୪ – ଭଦ୍ରକ ଜିଲ୍ଲାରୁ ୨୧୬
୫ – ବଲାଙ୍ଗୀର ଜିଲ୍ଲାରୁ ୧୯୮
୬ – ବୁଦ୍ଧ ଜିଲ୍ଲାରୁ ୨୩୨
୭ – କଟକ ଜିଲ୍ଲାରୁ ୯୩୦
୮ – ଦେବଗଡ଼ ଜିଲ୍ଲାରୁ ୧୧୨
୯ – ଢେଙ୍କାନାଳ ଜିଲ୍ଲାରୁ ୨୨୦
୧୦ – ଗଜପତି ଜିଲ୍ଲାରୁ ୧୦୪
୧୧ – ଗଞ୍ଜାମ ଜିଲ୍ଲାରୁ ୨୪୫
୧୨ – ଜଗତସିଂହପୁର ଜିଲ୍ଲାରୁ ୨୭୮
୧୩ – ଯାଜପୁର ଜିଲ୍ଲାରୁ ୩୦୭
୧୪ – ଝାରସୁଗୁଡ଼ା ଜିଲ୍ଲାରୁ ୩୬୮
୧୫ – କଳାହାଣ୍ଡି ଜିଲ୍ଲାରୁ ୨୬୩
୧୬ – କନ୍ଧମାଳ ଜିଲ୍ଲାରୁ ୬୯
୧୭ – କେନ୍ଦ୍ରାପଡା ଜିଲ୍ଲାରୁ ୧୮୫
୧୮ – କେନ୍ଦୁଝର ଜିଲ୍ଲାରୁ ୧୭୫
୧୯ – ଖୋର୍ଦ୍ଧା ଜିଲ୍ଲାରୁ ୧୫୫୭
୨୦ – କୋରାପୁଟ ଜିଲ୍ଲାରୁ ୧୬୪
୨୧ – ମାଲକାନଗିରି ଜିଲ୍ଲାରୁ ୪୮
୨୨ – ମୟୂରଭଞ୍ଜ ଜିଲ୍ଲାରୁ ୪୦୪
୨୩ – ନୱାରଙ୍ଗପୁର ଜିଲ୍ଲାରୁ ୨୦୭
୨୪ – ନୟାଗଡ଼ ଜିଲ୍ଲାରୁ ୩୫୭
୨୫ – ନୁଆପଡା ଜିଲ୍ଲାରୁ ୩୩୧
୨୬ – ପୁରୀ ଜିଲ୍ଲାରୁ ୩୩୫
୨୭ – ରାୟଗଡ଼ା ଜିଲ୍ଲାରୁ ୧୬୩
୨୮ – ସମ୍ବଲପୁର ଜିଲ୍ଲାରୁ ୪୯୪
୨୯ – ସୋନପୁର ଜିଲ୍ଲାରୁ ୧୯୫
୩୦ – ସୁନ୍ଦରଗଡ ଜିଲ୍ଲାରୁ ୭୭୪
୩୧ – ରାଜ୍ୟ ପୁଲ୍ ରୁ ୨୬୭

ଭଲ ଖବର : ରାଜ୍ୟରୁ ପୁଣି ସୁସ୍ଥ ହୋଇଛନ୍ତି ୮୫୪୭ କରୋନା ଆକ୍ରାନ୍ତ।
ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

୧୧୬୫ – ଖୋର୍ଦ୍ଧା ଜିଲ୍ଲାରୁ,
୫୯୩ – କଟକ ଜିଲ୍ଲାରୁ,
୫୯୧ – ସୁନ୍ଦରଗଡ ଜିଲ୍ଲାରୁ,
୫୧୮ – ସମ୍ବଲପୁର ଜିଲ୍ଲାରୁ,
୪୩୬ – ବରଗଡ ଜିଲ୍ଲାରୁ,
୪୧୧ – ନୁଆପଡା ଜିଲ୍ଲାରୁ,
୪୦୨ – ପୁରୀ ଜିଲ୍ଲାରୁ,
୩୫୦ – ଭଦ୍ରକ ଜିଲ୍ଲାରୁ,
୩୪୨ – ଅନୁଗୁଳ ଜିଲ୍ଲାରୁ,
୩୩୭ – ରାୟଗଡ଼ା ଜିଲ୍ଲାରୁ,
୩୨୫ – ଝାରସୁଗୁଡା ଜିଲ୍ଲାରୁ,
୩୦୫ – ବଲାଙ୍ଗୀର ଜିଲ୍ଲାରୁ,
୨୬୪ – ନବରଙ୍ଗପୁର ଜିଲ୍ଲାରୁ,
୨୩୯ – ନୟାଗଡ଼ ଜିଲ୍ଲାରୁ,
୨୩୬ – ଗଞ୍ଜାମ ଜିଲ୍ଲାରୁ,
୨୩୫ – କଳାହାଣ୍ଡି ଜିଲ୍ଲାରୁ,
୧୯୦ – ମୟୂରଭଞ୍ଜ ଜିଲ୍ଲାରୁ,
୧୭୮ – ବାଲେଶ୍ୱର ଜିଲ୍ଲାରୁ,
୧୭୩ – ସୋନପୁର ଜିଲ୍ଲାରୁ,
୧୪୫ – ଜଗତସିଂହପୁର ଜିଲ୍ଲାରୁ,
୧୩୩ – କେନ୍ଦ୍ରାପଡା ଜିଲ୍ଲାରୁ,
୧୨୩ – ଗଜପତି ଜିଲ୍ଲାରୁ,
୧୦୯ – କୋରାପୁଟ ଜିଲ୍ଲାରୁ,
୧୦୫ – ଯାଜପୁର ଜିଲ୍ଲାରୁ,
୧୦୩ – କେନ୍ଦୁଝର
୫୯ – କନ୍ଧମାଳ ଜିଲ୍ଲାରୁ,
୫୫ – ଦେବଗଡ଼ ଜିଲ୍ଲାରୁ,
୪୬ – ମାଲକାନଗିରି ଜିଲ୍ଲାରୁ,
୩୫ – ବୌଦ୍ଧ ଜିଲ୍ଲାରୁ ଏବଂ
୨୫୫ – ରାଜ୍ୟ ପୁଲ୍ ରୁ, ସୁସ୍ଥ ହୋଇଛନ୍ତି।

ଓଡିଶାର ମୋଟ ଆରୋଗ୍ୟ ମାମଲା ବର୍ତ୍ତମାନ ୪୭୩୬୮୦ ରେ ପହଞ୍ଚିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.