Home Coronavirus Outbreak ରାଜ୍ୟରେ ୭୫୩ ନୂଆ ଆକ୍ରାନ୍ତ – ମୋଟ ଆକ୍ରାନ୍ତ ୩୦୮୬୫୯ କୁ ବୃଦ୍ଧି

ରାଜ୍ୟରେ ୭୫୩ ନୂଆ ଆକ୍ରାନ୍ତ – ମୋଟ ଆକ୍ରାନ୍ତ ୩୦୮୬୫୯ କୁ ବୃଦ୍ଧି

63

ଭୁବନେଶ୍ୱର ୧୫-୧୧ (ଓଡ଼ିଆ ପୁଅ) ଆଜି ରାଜ୍ୟରେ ୭୫୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୩୦୮୬୫୯ କୁ ବୃଦ୍ଧି ପାଇଛି।
– ନୂଆ ଆକ୍ରାନ୍ତ: ୭୫୩
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୪୩୪
– ସ୍ଥାନୀୟ ଅଞ୍ଚଳରୁ ୩୧୯

କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ:

୧- ଅନୁଗୁଳ ଜିଲ୍ଲାରୁ – ୪୭
୨- ବାଲେଶ୍ୱର ଜିଲ୍ଲାରୁ – ୩୨
୩- ବରଗଡ଼ ଜିଲ୍ଲାରୁ – ୩୧
୪- ଭଦ୍ରକ ଜିଲ୍ଲାରୁ – ୧୭
୫- ବଲାଙ୍ଗୀର ଜିଲ୍ଲାରୁ – ୪୧
୬- ବୌଦ୍ଦ ଜିଲ୍ଲାରୁ – ୧୨
୭- କଟକ ଜିଲ୍ଲାରୁ – ୪୧
୮- ଦେବଗଡ଼ ଜିଲ୍ଲାରୁ – ୩
୯- ଢେଙ୍କାନାଳ ଜିଲ୍ଲାରୁ – ୧୧
୧୦- ଗଜପତି ଜିଲ୍ଲାରୁ – ୩
୧୧- ଗଞ୍ଜାମ ଜିଲ୍ଲାରୁ – ୧୧
୧୨- ଜଗତସିଂହପୁର ଜିଲ୍ଲାରୁ – ୨୬
୧୩- ଯାଜପୁର ଜିଲ୍ଲାରୁ – ୬
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୨୬
୧୫- କଳାହାଣ୍ଡି ଜିଲ୍ଲାରୁ – ୪୭
୧୬- କନ୍ଧମାଳ ଜିଲ୍ଲାରୁ – ୧୦
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୨୬
୧୮- କେନ୍ଦୁଝର ଜିଲ୍ଲାରୁ – ୨୭
୧୯- ଖୋର୍ଦ୍ଧା ଜିଲ୍ଲାରୁ : ୭୪
୨୦- କୋରାପୁଟ ଜିଲ୍ଲାରୁ – ୧୨
୨୧- ମାଲକାନଗିରି : ୨
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୨୫
୨୩- ନବରଙ୍ଗପୁର ଜିଲ୍ଲାରେ: ୧
୨୪- ନୟାଗଡ଼ ଜିଲ୍ଲାରୁ – ୬
୨୫- ନୂଆପଡ଼ା ଜିଲ୍ଲାରୁ – ୬୫
୨୬- ପୁରୀ ଜିଲ୍ଲାରୁ – ୩୪
୨୭- ରାୟଗଡ଼ା ଜିଲ୍ଲାରୁ – ୫
୨୮- ସମ୍ବଲପୁର ଜିଲ୍ଲାରୁ – ୨୦
୨୯- ସୋନପୁର ଜିଲ୍ଲାରୁ – ୭
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୭୫
୩୧- State Pool: ୧୦
– ନୂଆ ସୁସ୍ଥ ହୋଇଥିଲେ୧୨୭୧
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୫୨୫୯୬୭୫
– ମୋଟ ଆକ୍ରାନ୍ତ ୩୦୮୬୫୯
– ମୋଟ ସୁସ୍ଛ ହୋଲେଣି ୨୯୬୫୧୬
– ସକ୍ରୀୟ ଆକ୍ରାନ୍ତ – ୧୦୫୬୩

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.