Home ଅପରାଧ ୧୪ ବର୍ଷ କୋମାରେ ଥିବା ମହିଳା କଲେ ସନ୍ତାନ ଜନ୍ମ!

୧୪ ବର୍ଷ କୋମାରେ ଥିବା ମହିଳା କଲେ ସନ୍ତାନ ଜନ୍ମ!

2776

ଏରିଜୋନା:ଦୀର୍ଘ ୧୪ ବର୍ଷ ଧରି କୋମାରେ ଥିବା ଜଣେ ମହିଳା ଏକ ସନ୍ତାନ ଜନ୍ମ ଦେଇଛନ୍ତି।ଘଟଣାଟି ଘଟିଛି ଆମେରିକାର ଏରିଜୋନା ଅଞ୍ଚଳରେ।ଏରିଜୋନାରେ ଥିବା ଏକ ନର୍ସିଂ ହୋମରେ କୋମାରେ ଥିବା ଜଣେ ମହିଳା ଗତ ୨୯ ଡିସେମ୍ବର ତାରିଖରେ ଏକ ସନ୍ତାନ ଜନ୍ମ ଦେଇଛନ୍ତି।ସନ୍ତାନଟି ସଂପୂର୍ଣ୍ଣ ସୁସ୍ଥ ରହିଛି।ତେବେ ଏହାକୁ ନେଇ ସଂପୃକ୍ତ ନର୍ସିଂ ହୋମରେ ମହିଳାଙ୍କ ସହିତ ଦୁଷ୍କର୍ମ ହୋଇଥିବା ସନ୍ଦେହ ସୃଷ୍ଟି ହୋଇଛି।ଏବଂ ଏନେଇ ତଦନ୍ତ ଆରମ୍ଭ ହୋଇଯାଇଛି।ସୂଚନା ମୁତାବକ ସନ୍ତାନ ଜନ୍ମ ପର୍ଯ୍ୟନ୍ତ ନର୍ସିଂ ହୋମରେ କାହାରିକୁ ଜଣା ନଥିଲା ଯେ ମହିଳା ଜଣଙ୍କ ଗର୍ଭବତୀ ଅଛନ୍ତି।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.