Home Coronavirus Outbreak ରାଜ୍ୟରେ ୧୨୧୯ ନୂଆ କରୋନା ଆକ୍ରାନ୍ତ – ମୋଟ ଆକ୍ରାନ୍ତ ୩୦୨୭୯୩ କୁ ବୃଦ୍ଧି

ରାଜ୍ୟରେ ୧୨୧୯ ନୂଆ କରୋନା ଆକ୍ରାନ୍ତ – ମୋଟ ଆକ୍ରାନ୍ତ ୩୦୨୭୯୩ କୁ ବୃଦ୍ଧି

55

ଭୁବନେଶ୍ୱର ୯-୧୧ (ଓଡ଼ିଆ ପୁଅ) ରାଜ୍ୟରେ ୧୨୧୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୩୦୨୭୯୩ କୁ ବୃଦ୍ଧି ପାଇଛି।

– ନୂଆ ଆକ୍ରାନ୍ତ: ୧୨୧୯
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୭୦୮
– ସ୍ଥାନୀୟ ଅଞ୍ଚଳରୁ ୫୧୧

କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ :

୧- ଅନୁଗୁଳ ଜିଲ୍ଲାରୁ – ୭୮
୨- ବାଲେଶ୍ୱର ଜିଲ୍ଲାରୁ – ୧୦୭
୩- ବରଗଡ଼ ଜିଲ୍ଲାରୁ – ୩୯
୪- ଭଦ୍ରକ ଜିଲ୍ଲାରୁ – ୨୨
୫- ବଲାଙ୍ଗୀର ଜିଲ୍ଲାରୁ – ୪୬
୬- ବୌଦ୍ଦ ଜିଲ୍ଲାରୁ – ୫
୭- କଟକ ଜିଲ୍ଲାରୁ – ୧୦୬
୮- ଦେବଗଡ଼ ଜିଲ୍ଲାରୁ – ୯
୯- ଢେଙ୍କାନାଳ ଜିଲ୍ଲାରୁ – ୩୦
୧୦- ଗଜପତି ଜିଲ୍ଲାରୁ – ୯
୧୧- ଗଞ୍ଜାମ ଜିଲ୍ଲାରୁ – ୧୫
୧୨- ଜଗତସିଂହପୁର ଜିଲ୍ଲାରୁ – ୫୩
୧୩- ଯାଜପୁର ଜିଲ୍ଲାରୁ – ୩୨
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୩୬
୧୫- କଳାହାଣ୍ଡି ଜିଲ୍ଲାରୁ – ୩୮
୧୬- କନ୍ଧମାଳ ଜିଲ୍ଲାରୁ – ୧୦
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୫୦
୧୮- କେନ୍ଦୁଝର ଜିଲ୍ଲାରୁ – ୪୦
୧୯- ଖୋର୍ଦ୍ଧା ଜିଲ୍ଲାରୁ : ୯୨
୨୦- କୋରାପୁଟ ଜିଲ୍ଲାରୁ – ୨୮
୨୧- ମାଲକାନଗିରି : ୫
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୮୩
୨୩- ନବରଙ୍ଗପୁର ଜିଲ୍ଲାରେ: ୧୩
୨୪- ନୟାଗଡ଼ ଜିଲ୍ଲାରୁ – ୨୩
୨୫- ନୂଆପଡ଼ା ଜିଲ୍ଲାରୁ – ୩୧
୨୬- ପୁରୀ ଜିଲ୍ଲାରୁ – ୩୪
୨୭- ରାୟଗଡ଼ା ଜିଲ୍ଲାରୁ – ୭
୨୮- ସମ୍ବଲପୁର ଜିଲ୍ଲାରୁ – ୩୨
୨୯- ସୋନପୁର ଜିଲ୍ଲାରୁ – ୨୦
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୧୦୭
୩୧- State Pool: ୧୯

– ନୂଆ ସୁସ୍ଥ ହୋଇଥିଲେ୧୩୧୧
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୪୯୮୪୫୫୦
– ମୋଟ ଆକ୍ରାନ୍ତ ୩୦୨୭୯୩
– ମୋଟ ସୁସ୍ଛ ହୋଲେଣି ୨୮୮୧୬୮
– ସକ୍ରୀୟ ଆକ୍ରାନ୍ତ – ୧୩୧୩୧

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.