Home ଆନ୍ତର୍ଜାତୀୟ ଆଫଗାନିସ୍ତାନରେ ବୋମା ବିସ୍ଫୋରଣ ମହିଳା ଏବଂ ଶିଶୁଙ୍କ ସମେତ ୧୦ ରୁ ଅଧିକ ଗୁରୁତର

ଆଫଗାନିସ୍ତାନରେ ବୋମା ବିସ୍ଫୋରଣ ମହିଳା ଏବଂ ଶିଶୁଙ୍କ ସମେତ ୧୦ ରୁ ଅଧିକ ଗୁରୁତର

43

ନୂଆଦିଲ୍ଲୀ / ଆଫଗାନିସ୍ତାନ ଜୁନ୍ ୨୭ (ଓଡିଆ ପୁଅ) ଆଜି ଅପରାହ୍ନରେ ପାରୱାନ ପ୍ରଦେଶର ଚାରିକାର ସହରରେ ଏକ ବସ୍‌କୁ ଟାର୍ଗେଟ କରି ବିସ୍ଫୋରଣରେ ମହିଳା ଓ ଶିଶୁଙ୍କ ସମେତ ଅତି କମରେ ୧୧ ଜଣ ଆହତ ହୋଇଛନ୍ତି।

ଆଜି ଅପରାହ୍ନରେ ପାରୱାନ ପ୍ରଦେଶର ଚାରିକର ସିଟି ଜିଲ୍ଲା ୨ ରେ ଏକ ବସ୍ ରେ ବିସ୍ଫୋରଣ ଘଟିଛି। ବସ୍ କୁ ଟାର୍ଗେଟ କରାଯାଇଥିଲା ବୋଲି ଟୋଲୋ ନ୍ୟୁଜ୍ ସୂତ୍ରରୁ ପ୍ରକାଶ।

ବିସ୍ଫୋରଣରେ ମହିଳା ଓ ଶିଶୁଙ୍କ ସମେତ ୧୧ ଜଣ ଆହତ ହୋଇଛନ୍ତି ବୋଲି ପ୍ରାଦେଶିକ ପୋଲିସ ଏବଂ ସଲିମ ନୁରୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.