Home କେନ୍ଦୁଝର ମାଟ୍ରିକ ପରୀକ୍ଷାରେ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲର ସଫଳତା

ମାଟ୍ରିକ ପରୀକ୍ଷାରେ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲର ସଫଳତା

173

ହାଟଡ଼ିହି, ୨୭ /୬/ :(ଓଡିଆପୁଅ / ବିକାଶ ବିଶ୍ୱାଳ) ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲ ବିଶେଷ ସଫଳତା ହାସଲ କରିଛି । ବିଦ୍ୟାଳୟଟି ଶତ ପ୍ରତିଷତ ସଫଳତା ହାସଲ କରିଛି । ମୋଟ ୮୫ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଏ-୧ରେ ଜଣେ, ଏ-୨ରେ ୧୫ଜଣ, ବି-୧ରେ ୧୬ଜଣ, ବି-୨ରେ ୧୨ଜଣ, ସିରେ ୨୯ଜଣ ଓ ଡିରେ ୮ଜଣ ଓ ଇରେ ୪ଜଣ ଉତ୍ତିର୍ଣ୍ଣ ହୋଇଛନ୍ତି । ବିଦ୍ୟାଳୟର ଛାତ୍ରୀ ଛାତ୍ରୀ ଲକ୍ଷ୍ମୀପ୍ରୀୟା ସାମଲ ୫୪୪ ମାର୍କ ରଖି ସଫଳତାର ସହ ଏ-୧ରେ ଉତ୍ତିର୍ଣ୍ଣ ହୋଇଛନ୍ତି । ଏନେଇ ଶାସଙ୍ଗ ସରପଞ୍ଚ ବିମ୍ବାଧର ବିଶ୍ୱାଳ, ଏବିଇଓ ତପୋଧନ ସ୍ୱାଇଁ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଅନ୍ୟ ସହକାରୀ ଶିକ୍ଷକ ମାନେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.