Home Coronavirus Outbreak ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍ କାରଣରୁ ଦେଶରେ ୪, ୧୨୦ ମୃତ୍ୟୁ, ୩,...

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍ କାରଣରୁ ଦେଶରେ ୪, ୧୨୦ ମୃତ୍ୟୁ, ୩, ୬୨, ୭୨୭ ଆକ୍ରାନ୍ତ – ମୃତ୍ୟୁ ସଂଖ୍ୟା ୨, ୫୮, ୩୧୭ କୁ ବୃଦ୍ଧି

65

ନୂଆ ଦିଲ୍ଲୀ ୧୩-୫ (ଓଡ଼ିଆ ପୁଅ) ଗତ ୨୪ ଘଣ୍ଟା ମଧ୍ୟରେ,କରୋନାଭାଇରସ୍ କାରଣରୁ ଦେଶରେ ୪,୧୨୦ ମୃତ୍ୟୁ ହୋଇଛି। ତେବେ ମୋଟ ମୃତ୍ୟୁ ସଂଖ୍ୟା ୨,୫୮,୩୧୭କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ କରୋନାରେ ୩,୬୨,୭୨୭ ଜଣ ଆକ୍ରାନ୍ତ ହୋଇଥିବା ବେଳେ ମୋଟ ସଂକ୍ରମଣ ୨,୩୭,୦୩,୬୬୫ କୁ ବୃଦ୍ଧି ପାଇଛି ଏବଂ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା ୩୭,୧୦,୫୨୫ ରେ ପହଁଚିଛି।

ଭାରତରେ କରୋନାଭାଇରସର ଦ୍ୱିତୀୟ ଲହରୀ ହଇଚଇ ସୃଷ୍ଟି କରୁଛି ଏବଂ ସାରା ଦେଶରେ ଘଟୁଥିବା ମୃତ୍ୟୁ ପରିସଂଖ୍ୟାନ ଭୟଭୀତ କରେଇବାରେ ଲାଗିଛି। ଭାରତରେ କୋଭିଡ -୧୯ ର ନୂତନ ମାମଲା ବୃଦ୍ଧି ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ଉଦ୍ବେଗଜନକ ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୪,୧୨୦ ଜଣଙ୍କର ମୃତ୍ୟୁ ଘଟିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଭାରତ ଗତ ୨୪ ଘଣ୍ଟା ମଧ୍ୟରେ ୩,୬୨,୭୨୭ ନୂତନ COVID19 ମାମଲା ୩,୫୨,୧୮୧ ଡିସଚାର୍ଜ ଏବଂ ୪,୧୨୦ ମୃତ୍ୟୁ ରିପୋର୍ଟ ହୋଇଛି। ତେବେ

ମୋଟ ମାମଲା: ୨,୩୭,୦୩,୬୬୫

ମୃତ୍ୟୁ ସଂଖ୍ୟା: ୨,୫୮,୩୧୭

ସକ୍ରିୟ ମାମଲା: ୩୭,୧୦,୫୨୫

ମୋଟ ଟୀକାକରଣ: ୧୭,୭୨,୧୪,୨୫୬

ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି – ୩,୫୨,୧୮୧

ମୋଟ ସୁସ୍ଥ ହୋଇଛନ୍ତି – ୧୯୩୮୨୬୪୨

ଏହାପୂର୍ବରୁ ଗତକାଲି ୪୨୦୫ ରୋଗୀ ପ୍ରାଣ ହରାଇଥିଲେ।

ଜାଣନ୍ତୁ ବିଭିନ୍ନ ରାଜ୍ୟର କରୋନା ପରିସଂଖ୍ୟାନ ଏହି କ୍ରମରେ –

କ୍ରମିକ ସଂଖ୍ୟା – ରାଜ୍ୟ – ସକ୍ରୀୟ ଆକ୍ରାନ୍ତ – ସୁସ୍ଥ ହୋଇଛନ୍ତି – ଗତକାଲି ସୁସ୍ଥ ହୋଇଛନ୍ତି – ମୋଟ ମୃତ୍ୟୁ ସଂଖ୍ୟା – ଦିନକରେ ମୃତ୍ୟୁ ସଂଖ୍ୟା

୧ – ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ – ୨୧୪ – ୬୧୭୫ – ୨୬ – ୮୧ – ୩

୨ – ଆନ୍ଧ୍ରପ୍ରଦେଶ – ୧୯୭୩୭୦ – ୧୧୩୮୦୨୮ – ୧୯୦୯୫ – ୮୯୮୮ – ୮୯

୩ – ଅରୁଣାଚଳ ପ୍ରଦେଶ – ୨୦୯୪ – ୧୮୬୯୧ – ୧୦୮ – ୬୯ – ୧

୪ – ଆସାମ – ୪୨୩୧୭ – ୨୬୫୮୬୦ – ୩୮୮୦ – ୧୯୦୯ – ୭୧

୫ – ବିହାର – ୯୯୬୨୪ – ୫୧୯୩୦୬ – ୧୨୨୬୫ – ୩୫୦୩ – ୭୪

୬ – ଚଣ୍ଡିଗଡ଼ – ୮୫୨୮ – ୪୩୫୦୬ – ୮୫୯ – ୫୯୯ – ୧୪

୭ – ଛତିଶଗଡ – ୧୨୨୭୯୮ – ୭୪୯୩୧୮ – ୯୦୩୫ – ୧୧୦୯୪ – ୧୫୩

୮ – ଦାଦ୍ରା ଏବଂ ନଗର ହାଭେଲି ଏବଂ ଡାମନ୍ ଏବଂ ଡିୟୁ – ୧୦୬୦ – ୮୦୮୬ – ୧୭୨ – ୪ –

୯ – ଦିଲ୍ଲୀ – ୮୨୭୨୫ – ୧୨୫୮୯୫୧ – ୧୪୦୭୧ – ୨୦୩୧୦ – ୩୦୦

୧୦ – ଗୋଆ – ୩୨୭୯୧ – ୯୨୯୭୪ – ୨୮୪୦ – ୧୮୭୪ – ୭୦

୧୧ – ଗୁଜୁରାଟ – ୧୨୭୪୮୩ – ୫୭୮୩୯୭ – ୧୫୨୬୪ – ୮୭୩୧ – ୧୦୨

୧୨ – ହରିୟାଣା – ୧୦୭୦୫୮ – ୫୩୯୬୦୯ – ୧୪୨୬୪ – ୬୦୭୫ – ୧୬୫

୧୩ – ହିମାଚଳ ପ୍ରଦେଶ – ୩୮୯୫୪ – ୧୦୪୭୧୪ – ୨୧୮୯ – ୨୦୬୮ – ୬୬

୧୪ – ଜାମ୍ମୁ କାଶ୍ମୀର – ୫୧୫୪୨ – ୧୭୪୯୫୩ – ୩୬୦୩ – ୨୯୧୨ – ୬୫

୧୫ – ଝାଡଖଣ୍ଡ – ୫୦୪୬୭ – ୨୪୬୬୦୮ – ୮୩୩୧ – ୪୧୮୨ – ୯୭

୧୬ – କର୍ଣ୍ଣାଟକ – ୫୯୨୨୦୨ – ୧୪୪୦୬୨୧ – ୩୪୭୫୨ – ୨୦୩୬୮ – ୫୧୬

୧୭ – କେରଳ – ୪୩୩୧୪୩ – ୧୫୭୧୭୩୮ – ୩୪୬୦୦ – ୬୦୫୩ – ୯୫

୧୮ – ଲଦାଖ – ୧୫୪୭ – ୧୪୧୦୨ – ୧୪୭ – ୧୫୮ – ୧

୧୯ – ଲକ୍ଷଦୀପ – ୧୦୨୦ – ୩୧୭୧ – ୧୯୧ – ୧୧ – ୧

୨୦ – ମଧ୍ୟପ୍ରଦେଶ – ୧୦୯୯୨୮ – ୫୮୩୫୯୫ – ୧୦୩୨୪ – ୬୬୭୯ – ୮୪

୨୧ – ମହାରାଷ୍ଟ୍ର – ୫୪୮୫୦୭ – ୪୬୦୦୧୯୬ – ୫୮୮୦୫ – ୭୮୦୦୭ – ୮୧୬

୨୨ – ମଣିପୁର – ୫୨୭୨ – ୩୧୨୩୮ – ୩୫୮ – ୫୨୬ – ୧୭

୨୩ – ମେଘାଳୟ – ୩୩୮୧ – ୧୭୩୫୪ – ୩୧୪ – ୨୫୦ – ୮

୨୪ – ମିଜୋରାମ – ୨୦୩୩ – ୬୧୨୦ – ୧୧୮ – ୨୩ – ୦

୨୫ – ନାଗାଲାଣ୍ଡ – ୩୨୯୭ – ୧୩୪୨୮ – ୧୧୩ – ୧୬୫ – ୯

୨୬ – ଓଡିଶା – ୮୯୭୩୬ – ୪୭୩୬୮୦ – ୮୫୪୭ – ୨୨୩୨ – ୧୭

୨୭ – ପୁଡୁଚେରୀ – ୧୫୫୬୨ – ୬୦୪୨୪ – ୧୨୪୭ – ୧୦୪୫ – ୨୭

୨୮ – ପଞ୍ଜାବ – ୭୯୯୬୩ – ୩୭୬୪୬୫ ​​- ୪୯୭୧ – ୧୧୧୧୧ – ୧୯୩

୨୯ – ରାଜସ୍ଥାନ – ୨୦୯୧୧୦ – ୫୯୦୩୯୦ – ୧୨୮୪୦ – ୬୧୫୮ – ୧୬୪

୩୦ – ସିକ୍କିମ୍ – ୨୮୬୬ – ୭୩୪୩ – ୯୪ – ୧୮୩ – ୬

୩୧ – ତାମିଲନାଡୁ – ୧୭୨୭୩୫ – ୧୨୭୯୬୫୮ – ୧୯୫୦୮ – ୧୬୪୭୧ – ୨୯୩

୩୨ – ତେଲେଙ୍ଗାନା – ୫୯୧୩୩ – ୪୪୯୭୪୪ – ୫୬୯୫ – ୨୮୩୪ – ୩୧

୩୩ – ତ୍ରିପୁରା – ୩୬୮୪ – ୩୪୯୪୬ – ୧୨୭ – ୪୨୪ – ୨

୩୪ – ଉତ୍ତରାଖଣ୍ଡ – ୭୭୦୮୨ – ୧୮୩୪୭୮ – ୭୦୫୮ – ୪୧୨୩ – ୧୦୯

୩୫ – ଉତ୍ତରପ୍ରଦେଶ – ୨୦୬୬୧୫ – ୧୩୪୦୨୫୧ – ୨୭୧୩୯ – ୧୬୩୬୯ – ୩୨୬

୩୬ – ପଶ୍ଚିମବଙ୍ଗ – ୧୨୮୬୮୪ – ୯୧୧୭୦୫ – ୧୯୨୩୧ – ୧୨୭୨୮ – ୧୩୫

ମୋଟ # – – ୩୭୧୦୫୨୫ – ୧୯୭୩୪୮୨୩ – ୩୫୨୧୮୧ – ୨୫୮୩୧୭ – ୪୧୨୦

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.