Home ଓଡ଼ିଶା ୪ଟି ସ୍ଥାନରେ ଏନଆଇଏର ଚଢ଼ାଉ

୪ଟି ସ୍ଥାନରେ ଏନଆଇଏର ଚଢ଼ାଉ

87

କଶ୍ମୀର,୨୮ /୭,(ଓଡ଼ିଆ ପୁଅ /ପଙ୍କଜି ନାୟକ): କଶ୍ମୀର ର ବାରାମୂଳାରେ ଆଜି ଏନଆଇଏ  ଏକକାଳୀନ ଚଢ଼ଉ କରିଛନ୍ତି । ଆତଙ୍କବାଦୀ ପାଣ୍ଠି ଯୋଗାଣ ମାମଲାରେ ଜମ୍ମୁ-କାଶ୍ମୀରର ୪ଟି ସ୍ଥାନରେ ଆଜି ସକାଳେ ଏନଆଇଏର ଚଢାଉ ହୋଇଥିବା ସୂଚନା ମିଳିଛି।

ତେବେ ମିଳିଥିବା ଖବର ଅନୁସାରେ, ଏନଆଇଏ ଟିମ୍ ଉତ୍ତର କାଶ୍ମୀରର ବାରାମୁଳା ଜିଲ୍ଲାର ୪ ବ୍ୟବସାୟୀଙ୍କ ଘରେ ଚଢାଉ କରିଥିବା ବେଳେ ପୋଲିସ ଓ ସିଆରପିଏଫ୍ ଯବାନଙ୍କ ସହ ମିଶି ଏନଆଇଏ ବିଚ୍ଛିନ୍ନତାବାଦୀ ନେତା ସଜାଦ ଲୋନଙ୍କ ସହଯୋଗୀ ଆସିଫ୍ ଲୋନ, ତନବୀର ଅହମ୍ମଦ, ତାରିକ ଅହମ୍ମଦ ଓ ବିଲାଲ ଭଟ୍ଟ ଘରେ ଆଜି ସକାଳେ ଚଢାଉ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.