Home ଓଡ଼ିଶା ୩୧ ପୂରିଲା: ବୟସ ବଢ଼ିବାକୁ ନେଇ ଚିନ୍ତିତ ନୁହଁନ୍ତି ପରିଣୀତି

୩୧ ପୂରିଲା: ବୟସ ବଢ଼ିବାକୁ ନେଇ ଚିନ୍ତିତ ନୁହଁନ୍ତି ପରିଣୀତି

844

ମୁମ୍ବାଇ: ଏଇ ଅକ୍ଟୋବର ୨୨ ତାରିଖରେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କୁ ୩୧ ପୁରିଛି।ତେବେ, ବଢ଼ୁଥିବା ବୟସକୁ ନେଇ ଚିନ୍ତିତ ନୁହଁନ୍ତି ପରିଣୀତି ଚୋପ୍ରା।ଏକ ଇଣ୍ଟରଭିୟୁରେ ପରିଣୀତି କହିଛନ୍ତି, ଅଭିନେତ୍ରୀ ହୋଇଥିବା କାରଣରୁ ଆମକୁ ଜବାନ୍ ଏବଂ ଫିଟ୍ ଦେଖାଯିବା ଜରୁରୀ ଅଟେ।କିନ୍ତୁ, ଏହାର ବଢ଼ୁଥିବା ବୟସ ସହିତ କିଛି ସଂପର୍କ ନାହିଁ।ଆମେ କୌଣସି ବି ବୟସରେ ଫିଟ୍ ଦେଖା ଯାଇପାରିବା ବୋଲି କହିଛନ୍ତି ପରିଣୀତି।ସୂଚନାଯୋଗ୍ୟ, ପରିଣୀତି ଚୋପ୍ରାଙ୍କୁ ମୋଟୀ ଏବଂ ବୟସ୍କା ଦେଖାଯାଉଛନ୍ତି ବୋଲି ସମାଲୋଚକ ମାନେ କୁହନ୍ତି।//ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.