Home କୋରାପୁଟ         ୨୪ ଘଂଟାରେ କୋରାପୁଟ ଜିଲାରେ ୬୨୮ ମିମି ବର୍ଷା 

        ୨୪ ଘଂଟାରେ କୋରାପୁଟ ଜିଲାରେ ୬୨୮ ମିମି ବର୍ଷା 

62

କୋରାପୁଟ ୦୧-୦୬(ଓଡିଆ ପୁଅ / ରଂଜନ ଦାସ) ଗତ ୨୪ ଘଂଟାରେ  କୋରାପୁଟ ଜିଲାରେ ୬୨୮.୮ ମିମି ବର୍ଷା  ହୋଇଛି  । କୋଟପାଡ ବ୍ଲକରେ ସର୍ବାଧିକ   ୧୮୩  ମିମି ବର୍ଷା ହୋଇଥିବାବେଲେ  ପଟ୍ଟାଙ୍ଗୀରେ ସବୁଠାରୁ କମ ମାତ୍ର ୫ ମିମି ବର୍ଷା ହୋଇଛି । ସେହିପରି କୋରାପୁଟରେ  ୭୪.୨ମିମି ବର୍ଷା ହୋଇଥିବାବେଳେ ଲମତାପୁଟରେ ୪୧.୨, ବନ୍ଧୁଗାଁରେ ୨୭,ନନ୍ଦପୁରରେ ୯.୪,ଦଶମନ୍ତପୁରରେ ୩୭, ନାରାୟଣପାଟଣାରେ ୬,ଲକ୍ଷ୍ମୀପୁରରେ ୩୦, ସେମିଲିଗୁଡାରେ ୩୧,ଜୟପୁରରେ ୭୮.୬, କୁନ୍ଦୁରାରେ ୬୩.୪, ବୋରିଗୁମାରେ ୨୦  ଏବଂ ବୈପାରିଗୁଡା ବ୍ଲକରେ ୨୩  ମିମି ବର୍ଷା ହୋଇଥିବା ଜଣାପଡିଛି ।ଗତକାଲି ରାତ୍ରୀରେ କୋରାପୁଟ ସହରରେ ପ୍ରବଳ ବର୍ଷା ହେବା ଦ୍ୱାରା କେଚଲା ରାସ୍ତାରେ ମାଟି ଖସି ଆସିବା ଦ୍ୱାରା  ଦୁଇଚକିଆ ମଟରସାଇକେଲ ଯାତାୟତରେ ଅସୁବିଧା ହୋଇଥିଲା ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.