Home ଓଡ଼ିଶା ୨୪ଜଣ ନୂଆ ପଜିଟିଭ ଚିହ୍ନଟ,ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୬୭ଛୁଇଁଲା ,୬୨୫ଜଣ ସୁସ୍ଥହେଲେ

୨୪ଜଣ ନୂଆ ପଜିଟିଭ ଚିହ୍ନଟ,ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୬୭ଛୁଇଁଲା ,୬୨୫ଜଣ ସୁସ୍ଥହେଲେ

343

ମାଲକାନଗିରି,୧୨ା୮(ଓଡିଆ ପୁଅ )ଦିନକୁ ଦିନ ମାଲାକନଗିରି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି,ଆଜି ଜିଲ୍ଲାରେ ପୁଣି ୨୪ ଜଣ ନୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ଚିହ୍ନଟଙ୍କ ମଧ୍ୟରୁ ୪ଜଣ ପୁବ ର୍ସଂକ୍ରମଣଙ୍କ ସଂସ୍ପର୍ଷରେ ଆସିଥିବାବେଳେ ୧୩ଜଣଙ୍କର ରୋଗର ଲକ୍ଷଣଥିବା ବେଳେ ଅନ୍ୟ ୭ ଜଣ ହଟସ୍ପଟ ଜିଲ୍ଲାରୁ ଫେରିଥିଲେ । ଏମାନଙ୍କ ମଧ୍ୟରୁ ମାଲକାନଗିରି ପୌରପରିଷଦ ଅଚଂଳରୁ କେବଳ ୮ଜଣ,କାଲିମେଳା ବ୍ଲକ ଅଚଂଳରୁ ୭ଜଣ,ମାଲକାନଗିରି ବ୍ଲକଅଚଂଳରୁ ୫ଜଣ ,କୋରକୁଣ୍ଡା ବ୍ଲକ ଅଚଂଳରୁ ୪ଜଣ , କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ମାଲନାଗିରି ପୌରପରିଷଦ ଅଚଂଳରୁ ଚିହ୍ନଟ ହୋଇଥିବା ୮ଜଣଙ୍କ ମଧ୍ୟରୁ ୩ଜଣ ପୁବ ର୍ସଂକ୍ରମଣଙ୍କ ସଂସ୍ପର୍ଷରେ ଆସିଥିବା ବେଳେ ୪ଜଣଙ୍କର ପୁବ ର୍ ଲକ୍ଷଣ ଥିଲା, ଅନ୍ୟଜଣେ ହଟସ୍ପଟ ଜିଲ୍ଲାଫେରନ୍ତା, କାଲିମେଳା ବ୍ଲକର୭ଜଣଙ୍କ ମଧ୍ୟରୁ୬ଜଣ ହଟସ୍ପଟ ଜିଲ୍ଲାଫେରନ୍ତା ଓ ଜଣଙ୍କର ପୁବ ର୍ଲକ୍ଷଣ ଥିଲା । କୋରକୁଣ୍ଡା ବ୍ଲକ ଅଚଂଳରୁ ୪ଜଣଙ୍କ ମଧ୍ୟରୁ ୩ଜଣଙ୍କର ର ରୋଗର ଲକ୍ଷଣ ଥିଲା, ଜଣେ ପୁବ ର୍ ସଂକ୍ରମଣଙ୍କ ସଂସସ୍ପର୍ଷଶରେ ଆସିଛନ୍ତି । ମାଲକାନଗିରି ବ୍ଲକର ୫ଜଣଙ୍କ ମଧ୍ୟରୁ ଜଣେ ପୁବ ର୍ ସଂକ୍ରମଣଙ୍କ ସଂସସ୍ପର୍ଷଶରେ ଆସିଛନ୍ତି ଅନ୍ୟ ୪ଜଣ ଙ୍କର ଲକ୍ଷଣ ଥିଲା । ଆଜିର ସଂକ୍ରମିତ ୨୪ଜଣ ଙ୍କୁ ମିଶାଇ ମାଲକାନଗିରି ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୬୭ ହୋଇଥିବା ବେଳେ େସେମାନଙ୍କ ମଧ୍ୟରୁ ୬୨୫ ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି ଓ ୩୪୦ ଜଣ କରୋନା ଆକ୍ରାନ୍ତ ଙ୍କୁ କୋଭିଡ ହସପିଟାଲରେ ଚିକିତ୍ସା କରାଯାଉ ଥିବାବେଳେ ୨ଜଣଙ୍କର ମୃତ୍ୟୁ ହୋଇଥିବାର ଜିଲ୍ଲାପ୍ରଶାସନ ସୁତ୍ରରୁ ଜଣାପଡିଛି । ମାଲକାନଗିରି ଜିଲ୍ଲାରୁ ଆଜି ଚିହ୍ନଟ ହୋଇଥିବା ୨୪ ଜଣ ଆକ୍ରାନ୍ତ ଅନ୍ୟ କେଉଁ ଲୋକଙ୍କ ସଂସ୍ପର୍ଷରେ ଆସିଛନ୍ତି କି ନାହିଁ ତାହାର ଜାଚଂ ଜୋରଦାର ଚାଲିଛି ।ଦିନକୁ ଦିନ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସଂକ୍ରମଣରୁ ସୁରକ୍ଷିତ ରିହାବା ପାଇଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଅଚଂଳକୁ କଟେଂନମେଟଂ ଜୋନ ବଫର ଜୋନ ଘୋଷଣା କରାଯିବା ସହ ସ୍ୱାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନଓ୍ୟର୍ଡି କର୍ମୀ ମାନେ ଘରଘର ବୁଲି କୋଭିଡ ଟେଷ୍ଟ ଓ ଲ କ୍ଷଣର ବିବରଣୀ ସଂଗ୍ରହ କରୁଛନ୍ତି । ସହରର ଓ ସାହିବସ୍ତିର ବିଭିନ୍ନ ଛକ ସ୍ଥାନରେ ପୁଲିସ ପକ୍ଷରୁ କଡାସୁରକ୍ଷା ବ୍ୟବସ୍ଥା କରାଯାଇ ସାହିବସ୍ତିକୁ ନାକା ବନ୍ଦିକରିଦିଆ ଯାଇଛି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.