Home Top News ୟୁକ୍ରେନ ବିଦେଶୀ ନାଗରିକଙ୍କୁ ଢ଼ାଲ ବନେଇଛି, ଋଷର ସେନା ଦ୍ୱାରା ୩ ହଜାର ଭାରତୀୟଙ୍କୁ ମୁକ୍ତ...

ୟୁକ୍ରେନ ବିଦେଶୀ ନାଗରିକଙ୍କୁ ଢ଼ାଲ ବନେଇଛି, ଋଷର ସେନା ଦ୍ୱାରା ୩ ହଜାର ଭାରତୀୟଙ୍କୁ ମୁକ୍ତ କରାଯାଇଛି – ପୁତିନ

51

ନୂଆ ଦିଲ୍ଲୀ ୩-୩ (ଓଡ଼ିଆ ପୁଅ) ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ ୟୁକ୍ରେନ ବିଦେଶୀ ନାଗରିକଙ୍କୁ ବନ୍ଧକ ବନାଇ ଢାଲ ଭାବରେ ବ୍ୟବହାର କରୁଛି। ପୁଟିନ ଦାବି କରିଛନ୍ତି ଯେ, ୩ ହଜାର ଭାରତୀୟଙ୍କୁ ବନ୍ଧକ ରଖାଯାଇଥିଲା ଏବଂ ଋଷର ସେନା ଦ୍ୱାରା ମୁକ୍ତ କରାଯାଇଥିଲା। ସେ କହିଛନ୍ତି ଯେ ୟୁକ୍ରେନ ଦ୍ୱାରା ଚୀନର ଲୋକମାନେ ମଧ୍ୟ ବନ୍ଧକ ହୋଇଥିଲେ। ସୁରକ୍ଷା ପରିଷଦର ବୈଠକ ପରେ ପୁଟିନ ଏସବୁ କହିଛନ୍ତି। ପୁଟିନ ଏହା ମଧ୍ୟ କହିଛନ୍ତି ଯେ ୟୁକ୍ରେନର ଆବାସିକ ଅଞ୍ଚଳରେ ଋଷ କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.