Home କେନ୍ଦୁଝର ଢ଼େଙ୍କା ଅଞ୍ଚଳରେ ବେ ଆଇନ ମୋରମ ଚାଲାଣ

ଢ଼େଙ୍କା ଅଞ୍ଚଳରେ ବେ ଆଇନ ମୋରମ ଚାଲାଣ

150

ହାଟଡିହି-୨୨/୫, ହାଟଡିହି ତହସିଲ ଅଧିନସ୍ଥ ସଢ଼ା ରାଜସ୍ୱ ସର୍କଲର ଢ଼େଙ୍କା ପଞ୍ଚାୟତର ଚାପଲ ଗ୍ରାମ ନିକଟରେ ବେଆଇନ ମୋରମ ଉତ୍ତୋଳନ କରାଯାଉ ଥିବା ଦେଖିବାକୁ ମିଳିଛି । ଏବେ ହାଟଡିହି ତହସିଲ ଅଞ୍ଚଳରେ ମୋରମ ଉତ୍ତୋଳନ ବନ୍ଦ ଥିବାବେଳେ ମୋରମ ମାଫିଆମାନେ ଲକଡାଉନର ସୁଯୋଗ ନେଇ ବିଭିନ୍ନ ସ୍ଥାନରେ ବେଆଇନି ଭାବେ ମୋରମ ଉତ୍ତେଳନ କରି ବାହାରକୁ ଚୋରା ଚାଲାଣ କରୁଛନ୍ତି । ଏ ସମ୍ପର୍କରେ ରାଜସ୍ୱ ନିରୀକ୍ଷକ ସନ୍ତୋଷ ନାୟକଙ୍କୁ ପଚାରିବାରେ ସେ ଏ ବାବଦରେ ଜାଣି ନଥିଲେ ଏବେ ଖବର ପାଇଛନ୍ତି ସେହି ଅନୁସାରେ ସେ ତଦନ୍ତ କରି ତହସିଲଦାରଙ୍କୁ ଜଣାଇବେ ବୋଲି ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.