Home ଓଡ଼ିଶା ହୀରାକୁଦ ଜଳଭଣ୍ଡାରର ସମସ୍ତ ଗେଟ ବନ୍ଦ

ହୀରାକୁଦ ଜଳଭଣ୍ଡାରର ସମସ୍ତ ଗେଟ ବନ୍ଦ

174

ହୀରାକୁଦ,୧୮/୧୦,(ଓଡ଼ିଆ ପୁଅ ପି ନାଏକ): ଆଜି  ହୀରାକୁଦ ଜଳ ଭଣ୍ତାର ସମସ୍ତ ଗେଟ୍ ବନ୍ଦ କରାଯାଇଛି। ଆଜି ଜଳଭଣ୍ଡାରର ଜଳସ୍ତର ୬୩୦ ରହିଥିବା ବେଳେ ସମସ୍ତ ଗେଟ୍‌ ବନ୍ଦ ହୋଇଛି । ଦୁଇ ଦିନ ପୁର୍ବରୁ ଗୋଟିଏ ଗେଟ୍‌ ଖୋଲା ଯାଇଥିଲା ।ତେଵେ ଜଳଭଣ୍ତାରକୁ କମ୍‌ ଜଳ ପ୍ରବେଶ କରୁଥିବାରୁ ଗେଟ୍‌ ବନ୍ଦ କରାଯାଇଥିବା ସୂଚନା ମିଳିଛି । ବର୍ତ୍ତମାନ ସେକଣ୍ତ ପ୍ରତି ୩୫ ହଜାରରୁ ଉର୍ଦ୍ଧ୍ୱ ଜଳ ପ୍ରବେଶ କରୁଥିବା ବେଳେ ବିଭିନ୍ନ କେନାଳ ଯୋଗେ ସେକେଣ୍ତ ପ୍ରତି ୩୦ ହଜାରୁ ଉର୍ଦ୍ଧ୍ୱ ଜଳ ନିଷ୍କାସିତ ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.