Home କେନ୍ଦୁଝର ହାଟଡିହି ମେଡିକାଲ ପକ୍ଷରୁ ସ୍ୱଚ୍ଛାତା ଓ ସଚେତନତା

ହାଟଡିହି ମେଡିକାଲ ପକ୍ଷରୁ ସ୍ୱଚ୍ଛାତା ଓ ସଚେତନତା

29

ହାଟଡିହି-୨ /୧ (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ମେଡିକାଲ ପକ୍ଷରୁ ସ୍ୱଚ୍ଛତା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ୱଚ୍ଛତା ମାଧ୍ୟମରେ ଆମେମାନେ କେତେ ସୁରକ୍ଷିତ ଓ ସୁସ୍ଥ ରହି ପାରିବା ସେ ସମ୍ପର୍କରେ ଡାକ୍ତର ରାହାସ ବିହାରୀ ପତି, ରୋଗୀକଲ୍ୟାଣ ସମିତିର ସଦସ୍ୟ କାମପାଳ ନାୟକ ପ୍ରମୁଖ ବୁଝାଇଥିଲେ । ଦୈନଦିନ ଜୀବନରେ ତିଆରି ହେଉଥିବା ଅଳିଆ ଆବର୍ଜନା ଗୁଡିକ କିପରି ଠିକ ଭାବେ ସୁବିନିଯୋଗ କରିହେବ ସେ ବିଷୟରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଫାର୍ମାସିଷ୍ଟ ହରିହର ଦାସ, ଷ୍ଟାଫ ନର୍ସ ସୁଚିସ୍ମିତା ନାୟକ, ପବିତ୍ର ଖୁଣ୍ଟିଆ, ଦେବୀପ୍ରସାଦ ଯେନା, ପ୍ରଶାନ୍ତ ନାୟକ, କାହ୍ନୁ ମୁଖି, ଯଶୋବନ୍ତ ମଲ୍ଲିକ ପ୍ରମୁଖ ଯୋଗଦେଇ ମେଡିକାଲ ପରିସରକୁ ସମସ୍ତ ସଫା ସୁତରା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.