Home କେନ୍ଦୁଝର ହାଟଡିହି ବ୍ଲକ ପୁଣି ୩ ପଜେଟିଭ ଚିହ୍ନଟ

ହାଟଡିହି ବ୍ଲକ ପୁଣି ୩ ପଜେଟିଭ ଚିହ୍ନଟ

309

ହାଟଡିହି ୧୭ । ୭ :(ଓଡିଆପୁଅ / ବିକାଶ ବିଶ୍ୱାଳ) ଗତକାଲି କେନ୍ଦୁଝର ଜିଲ୍ଲ ହାଟଡିହି ବ୍ଲକରେ ଆଜି ତିନିଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଗତ ଦୁଇଦିନ ତଳେ ପଢ଼ିଆରିପଲ୍ଲି ପଞ୍ଚାୟତର ମହୁଲପଙ୍ଖା ଗ୍ରାମର ଜଣେ ରୋଗୀ ଭୁବନେଶ୍ୱରରେ ରହି ଚିକିତ୍ସିତ ହେଉଥିବାବେଳେ ତାଙ୍କ ପାଖରେ ଆଟେଣ୍ଡାଣ୍ଟ ଭାବେ ରହିଥିବା ତାଙ୍କର ପରିବାରର ଦୁଇଜଣ ମଧ୍ୟ ଏଥିରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ସେମାନଙ୍କ ସ୍ୱାବ ନମୁନା ରିପୋର୍ଟ ପଜେଟିଭ ଆସିବାପରେ ଏନେଇ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇ ଦିଆଯାଇଛି । ସେମାନେ ଭୁବନେଶ୍ୱରର ଏକ ଡାକ୍ତରଖାନାରେ ଥିବାବେଳେ ସେମାନଙ୍କୁ କୋଭିଡ-୧୯ ହସପିଟାଲକୁ ପଠାଇ ଦିଆଯାଇଛି । ସେହିପରି ଆଉ ଜଣେ ଡଅଁର ପଞ୍ଚାୟତର ବୋଲି ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.