Home ଜିଲ୍ଲା ପରିକ୍ରମା ଅନାହାର ମୃତ୍ୟୁର ତଦନ୍ତ ଦାବିରେ କଂଗ୍ରେସର ଦାବିପତ୍ର

ଅନାହାର ମୃତ୍ୟୁର ତଦନ୍ତ ଦାବିରେ କଂଗ୍ରେସର ଦାବିପତ୍ର

117

ନୟାଗଡ଼, ୧୭ା୭: (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୂଆଗାଁ ବ୍ଳକ ଜାକେଡ଼ା ପଂଚାୟତର ଆଦିବାସୀ ମହିଳା ଦୁଃଖି ଜାନୀଙ୍କର ଅନାହାର ମୃତ୍ୟୁ ତଦନ୍ତ ପାଇଁ କଂଗ୍ରେସ ପକ୍ଷରୁ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଦାବିପତ୍ର ପ୍ରଦାନ ପ୍ରତିନିଧି ମଣ୍ଡଳରେ ନୟାଗଡ଼ ଜିଲା କଂଗ୍ରେସ ପ୍ରାକ୍ତନ ସଭାପତି ରଣଜିତ୍ ଦାଶ, କଂଗ୍ରେସ ନେତା ମନୋଜ କୁମାର ସାହୁ, ଯୁବନେତା ଆଦିତ୍ୟ ପରିଡ଼ା, କଂଗ୍ରେସ ନେତ୍ରୀ ଅମିତା ବିଶ୍ୱାଳ ପ୍ରମୁଖ ସାମିଲ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.