Home କେନ୍ଦୁଝର ହାଟଡିହି ବ୍ଲକରେ ୧୯ଜଣ ପାଇଲେ ଏ୧

ହାଟଡିହି ବ୍ଲକରେ ୧୯ଜଣ ପାଇଲେ ଏ୧

78

ହାଟଡ଼ିହି, ୨୫ । ୬ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଆଜି ପ୍ରକାଶ ପାଇଥିବା ୨୦୨୧ ମାଟ୍ରିକ ରେଜଲ୍ଟରେ ହାଟଡିହି ବ୍ଲକର ୧୯ଜଣ ଛାତ୍ରଛାତ୍ରୀ ଏ୧ରେ ଉତ୍ତିର୍ଣ୍ଣ ହୋଇଥିବା ଜଣାଯାଇଛି । ହାଟଡିହି ହାଇସ୍କୁଲର ସାଇ ରୁଦ୍ରନାରାୟଣ ସାମଲ ୫୮୧ମାର୍କ ରଖି ପ୍ରଥମ ସ୍ଥାନ ହାସଲ କରିଛନ୍ତି । ହାଟଡିହି ହାଇସ୍କୁଲରେ ନିସିତ ବରାଳ (୫୪୬), ସତ୍ୟଜିତ ରାୟ (୫୪୧) କ୍ଷୀରୋଦ କୁମାର ଜେନା(୫୪୦)ପ୍ରିତମ କୁମାର ଦାସ (୫୪୦) ଏ୧ରେ ଉତ୍ତିର୍ଣ୍ଣ ହୋଇଥିବାବେଳେ ଢ଼େଙ୍କା ହାଇସ୍କୁଲର ଅବିନାଶ ମିଶ୍ର (୫୫୫) ଓ ନିବେଦିତା ପଣ୍ଡା ୫୪୬ମାର୍କ ରଖି ଏ୧ରେ ଉତ୍ତିର୍ଣ୍ଣ ହୋଇଛନ୍ତି । ସେହିପରି ଶାସଙ୍ଗ ପଞ୍ଚାୟତ ହାଇସ୍କୁଲର ଛାତ୍ରୀ ଲକ୍ଷ୍ମୀପ୍ରୀୟା ସାମଲ (୫୪୪), ଡଅଁର ଟିଏମ ଏକାଡେମୀ ହାଇସ୍କୁଲର ସ୍ମୃତିପ୍ରଭା ଦାସ (୫୪୮), ଜପିଦାସ ହାଇସ୍କୁଲ ବଡରମ୍ପାସର ସୌମ୍ୟଜିତ ସାହୁ(୫୪୫), ଆରବି ହାଇସ୍କୁଲ ଷଡଙ୍ଗର ପ୍ରଦୋଶ ଶ୍ରୀଚରଣ ପଢ଼ିଆରୀ (୫୪୮), ମୃତ୍ୟୁଞ୍ଜୟ ସୂର୍ଯ୍ୟପ୍ରକାଶ ପଢ଼ିଆରୀ (୫୪୦), ଶୁଭବ୍ରତ ନାୟକ (୫୪୦), ଗେଡମା ହାଇସ୍କୁଲର ଶ୍ରଦ୍ଧାଞ୍ଜଳୀ ଦାସ (୫୪୦), କଳିଗାଁ କପିଳେଶ୍ୱର ହାଇସ୍କୁଲର ସତ୍ୟବ୍ରତ ସାହୁ (୫୪୫), ଶୁଭସ୍ମୀତା ଜେନା (୫୪୦), ନନ୍ଦିପଦା ହାଟ ହାଇସ୍କୁଲର ଦେବସ୍ମୀତା ପାଣିଗ୍ରାହୀ (୫୪୫) ମାର୍କରଖି ଏ୧ରେ ସ୍ଥାନ ପାଇଛନ୍ତି । ସେହିପରି ବି. କେ ହାଇସ୍କୁଲ ସୋସୋ କାନପୁର ର ଗୌରୀ ଶଙ୍କର ରାଉତ (୫୫୨) ଓ ଶୁଭ୍ରାଂଶୁ ପଢ଼ିଆରୀ (୫୪୦) ଏ ୧ରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.