Home ଓଡ଼ିଶା ହରିୟାଣାରେ ୮% ମତଦାନ

ହରିୟାଣାରେ ୮% ମତଦାନ

125

ନୂଆଦିଲ୍ଲୀ,୨୧/୧୦,(ଓଡ଼ିଆ ପୁଅ ପି ନାୟକ): ଆଜି ଗୋଟିଏ ପଟେ ବିଜେପୁର ଉପନିର୍ବାଚନ ଆରମ୍ଭ ହୋଇଥିବା ବେଳେ ଆଉ ଗୋଟିଏ ପଟେ ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ଆରମ୍ଭ ହୋଇଛି । ତେବେ ହରିୟାଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ୮ପ୍ରତିଶତ ଏବଂ ମହାରାଷ୍ଟ୍ରରେ ୫ ପ୍ରତିଶତରୁ ଅଧିକ ମତଦାନ ହୋଇଥିବା ସୂଚନା ମିଳିଛି । ଏହି ମତଦାନ ପ୍ରକ୍ରିୟା ସକାଳ ୭ଟାରୁ ଆରମ୍ଭ ହୋଇ  ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ତେବେ ଦୁଇଟି ଯାକ ବିଜେପି ଶାସିତ ରାଜ୍ୟ  ହୋଇଥିବା ବେଳେ ଅନ୍ୟପଟେ ସାଧାରଣ ନିର୍ବାଚନରେ ପ୍ରତ୍ୟାକ୍ଷାତ ହୋଇଥିବା ସର୍ବପୁରାତନ ଦଳ କଂଗ୍ରେସର ଗ୍ରହଣୀୟତାର ପରୀକ୍ଷା ବୋଲି କୁହାଯାଇପାରେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.