Home କେନ୍ଦୁଝର ସଢ଼ା ପଞ୍ଚାୟତ ବୁଲି ଉନ୍ନୟନ କାର୍ଯ୍ୟର ତଦାରଖ କଲେ ବିଡିଓ

ସଢ଼ା ପଞ୍ଚାୟତ ବୁଲି ଉନ୍ନୟନ କାର୍ଯ୍ୟର ତଦାରଖ କଲେ ବିଡିଓ

57

ହାଟଡିହି- ୩ / ୬ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ସଢ଼ା ପଞ୍ଚାୟତରେ ହୋଇଥିବା ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟର ତଦାରଖ କରିଛନ୍ତି ନବନିଯୁକ୍ତ ବିଡିଓ ବିନିତା ବିଜୟିନୀ । ସଢ଼ା ପଞ୍ଚାୟତର ମିଠିଗାଁ, ବରଗଡିଆ, ନାହା, ମଉଦା, ପଦାରୁଖା ଓ ସଢ଼ା ପ୍ରଭୃତି ଗ୍ରାମ ବୁଲି ସେଠାରେ ହୋଇଥିବା ରାସ୍ତା, ପୋଖରୀ ଓ ବ୍ୟକ୍ତିଗତ ଲ୍ୟାଣ୍ଡ ଡେଭଲପମେଣ୍ଟ ଓ ମୋ ପୋଖରୀ ଯୋଜନାର କାର୍ଯ୍ୟ ଗୁଡିକ ତଦାରଖ କରିଥିଲେ । ତାଙ୍କ ସହିତ ଏପିଓ, କନିଷ୍ଠଯନ୍ତ୍ରୀ ଜ୍ୟୋତି ରଞ୍ଜନ ସାମନ୍ତରାୟ, ପିଇଓ ଡମ୍ବରୁଧର ପଟ୍ଟନାୟକ, ଜିଆରଏସ ଅନନ୍ତ ସ୍ୱାଇଁ, ସରପଞ୍ଚଙ୍କ ପ୍ରତିନିଧି ବୈଦ୍ୟନାଥ ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.