Home କେନ୍ଦୁଝର ଚୋରଗଡିଆରେ କୋଭିଡ ଟେଷ୍ଟିଂ କରାଗଲା

ଚୋରଗଡିଆରେ କୋଭିଡ ଟେଷ୍ଟିଂ କରାଗଲା

55

ହାଟଡିହି- ୩ / ୬ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଚୋରଗଡିଆ ଗ୍ରାମରେ ଗତ କିଛିଦିନ ଭିତରେ ଅନେକ ଆକ୍ରାନ୍ତ ଚିହ୍ନଟ ହେବାପରେ ଆଜି ଶାସଙ୍ଗ ପଞ୍ଚାୟତର ସରପଞ୍ଚ ବିମ୍ବାଧର ବିଶ୍ୱାଳଙ୍କ ପ୍ରଚେଷ୍ଟାରେ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ କୋଭିଡ ଟେଷ୍ଟିଂ କ୍ୟାମ୍ପ କରାଯାଇ ଚୋରଗଡିଆ ଓ ଗୋପାଳପୁର ଗ୍ରାମର ୨୦୪ଜଣଙ୍କ କୋଭିଡ ଟେଷ୍ଟ କରାଯାଇଥିଲା । ଏଥିରେ ଆଶା କର୍ମୀ, ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନବାଡି କର୍ମୀମାନେ ସହଯୋଗ କରିଥିବାବେଳେ ସ୍ଥାନୀୟ ଯୁବକ ମାନେ ମଧ୍ୟ ସହଯୋଗ କରି ଟେଷ୍ଟିଂ କ୍ୟାମ୍ପକୁ ସଫଳ କରାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.