Home ଜିଲ୍ଲା ପରିକ୍ରମା ସ୍ୱର୍ଗତଃ ନାରାୟଣ ଚନ୍ଦ୍ର ଲେଙ୍କା ସ୍ମୃତି କମିଟି ପକ୍ଷରୁ ୭୫ତମ ସ୍ୱାଧୀନତା ଦିବସ ପାଳିତ

ସ୍ୱର୍ଗତଃ ନାରାୟଣ ଚନ୍ଦ୍ର ଲେଙ୍କା ସ୍ମୃତି କମିଟି ପକ୍ଷରୁ ୭୫ତମ ସ୍ୱାଧୀନତା ଦିବସ ପାଳିତ

20

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର କଲେଇ ପଂଚାୟତ ଅଧୀନସ୍ଥ ଅମୃତ ବଜାର ଠାରେ ସ୍ୱର୍ଗତଃ ନାରାୟଣ ଚନ୍ଦ୍ର ଲେଙ୍କା ସ୍ମୃତି କମିଟି ପକ୍ଷରୁ ୭୫ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି । ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ହୃଦାନନ୍ଦ ରାଉତ ପତାକା ଉତ୍ତୋଳନ କରିଥିବାବେଳେ ପୂର୍ବତନ ସରପଞ୍ଚ ପୁରସ୍ତମ ବାରିକ, ପୂର୍ବତନ ସମିତି ସଭ୍ୟ ନିତ୍ୟାନନ୍ଦ ବେହେରା, ଶିକ୍ଷାବିତ୍ ବାବୁଲା ରାଉତ, ନିତ୍ୟାନନ୍ଦ ମଳିକ, ରଙ୍କନିଧି ଜେନା, ମହେଶ୍ୱର ଲେଙ୍କା, ପୀତବାସ ପରିଡା, ଆଶିଷ ରାଉତ, ଘନଶ୍ୟାମ ଜେନା, ଗଜେନ୍ଦ୍ର ଜେନା, ପ୍ରକାଶ ରାଉତ, ଜୟଦେବ ମହାପାତ୍ର, ଟିକିଆ ବାବୁ ଜେନା, କାହ୍ନୁଚରଣ ଜେନା ପ୍ରମୁଖ ଯୋଗଦେଇ ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ରାଉତଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.