Home ଜିଲ୍ଲା ପରିକ୍ରମା ସ୍କୁଲ ବନ୍ଦ ନିଷ୍ପତ୍ତି ପ୍ରତିବାଦରେ ବିକ୍ଷୋପ ଓ ରାସ୍ତାରୋକ

ସ୍କୁଲ ବନ୍ଦ ନିଷ୍ପତ୍ତି ପ୍ରତିବାଦରେ ବିକ୍ଷୋପ ଓ ରାସ୍ତାରୋକ

193

ଯାଜପୁର ୨୫ା୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜ୍ୟ ବାହାରକୁ ରପ୍ତାନି ହୋଉଥିବା ଯାଜପୁର ଜିଲ୍ଲାର ଖଣି ଖାଦନ ଅଞ୍ଚଳ ଭାବେ ମାନ୍ୟତା ପାଇଥିବା କାଳିଆପାଣି ଅଞ୍ଚଳରେ ସ୍କୁଲ ବନ୍ଦ ନିଷ୍ପତ୍ତି ପ୍ରତିବାଦରେ ସ୍ଥାନୀୟ ଅଞ୍ଚଳରେ ଆଜି ପ୍ରତିବାଦ ଦେଖିବାକୁ ମିଳିଛି ।

 

ଉକ୍ତ ଅଞ୍ଚଳର ଭୀମଟାଙ୍ଗର ଓ କୋଳିପଶି ଠାରେ ସ୍କୁଲର ଛାତ୍ର-ଛାତ୍ରୀ ଓ ଅଭିଭାବକ ମାନେ ସ୍କୁଲ ବନ୍ଦ ପ୍ରତିବାଦରେ ବିକ୍ଷୋପ କରିବା ସହ ରାସ୍ତାରୋକ କରିବା ଦେଖାଯାଇଛି । ଜିଲ୍ଲା ପ୍ରଶାସନ ତୁରନ୍ତ ନିଷ୍ପତ୍ତି ନ ବଦଳାଇଲେ ଆନ୍ଦୋଳନ ଜୋରଦାର କରିବାକୁ ଆଜି ରାସ୍ତା ରୋକ ସମୟରେ ଚେତାବନୀ ଦେଇଛନ୍ତ ଛାତ୍ର ଓ ଅଭିଭାବକ  ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.