Home ଓଡ଼ିଶା ରାଜ୍ୟରେ ଥିବା ୮୫୭ ଟି କୋର୍ଟରେ ୧୪ ଲକ୍ଷ ୪୨ ହଜାର ୪୧୦ ମାମଲା ବିଚାରାଧିନ...

ରାଜ୍ୟରେ ଥିବା ୮୫୭ ଟି କୋର୍ଟରେ ୧୪ ଲକ୍ଷ ୪୨ ହଜାର ୪୧୦ ମାମଲା ବିଚାରାଧିନ ଅଛି;ଆଇନ ମନ୍ତ୍ରୀ

142

ଭୁବନେଶ୍ୱର ୨୫ା୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜ୍ୟରେ ନ୍ୟାୟାଳୟ ଗୁଡିକୁ ସରକାର ଅଣଦେଖା କରୁଥିବା ଆଜି ବିଧାନସଭାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରଶ୍ନ ଉତ୍ତର ସମୟରେ ଜଣାପଡିଛି । ରାଜ୍ୟରେ ଥିବା କୋଟ ଗୁଡିକରେ ୧୫୩ ଜଣ ବିଚାରପତିଙ୍କ ପଦବୀ ଖାଲି ରଥିବା ମନ୍ତ୍ରୀ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ।

 

ସେହିପରି ଗତ ଜାନୁଆରି ସୁଦ୍ଧା ରାଜ୍ୟରେ ୧୪ ଲକ୍ଷ ୪୨ ହଜାର ୪୧୦ ମାମଲା ବିଚାରାଧିନ ଥିବା ବେଳେ ରାଜ୍ୟରେ ଥିବା ୮୫୭ ଟି କୋର୍ଟରେ ୫ଲକ୍ଷ ୫୧ ହଜାର ୪୮୧ ଜଣ ଆଇନଜୀବୀ ଥିବା  ବିଧାନସଭାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉତ୍ତର ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.