Home ଅପରାଧ ସ୍କୁଲକୁ ୟୁନିଫର୍ମ ପିନ୍ଧି ଆସିନଥିବା ଜଣେ ଛାତ୍ରୀଙ୍କୁ ଉଲଗ୍ନ କଲେ ଶିକ୍ଷୟିତ୍ରୀ

ସ୍କୁଲକୁ ୟୁନିଫର୍ମ ପିନ୍ଧି ଆସିନଥିବା ଜଣେ ଛାତ୍ରୀଙ୍କୁ ଉଲଗ୍ନ କଲେ ଶିକ୍ଷୟିତ୍ରୀ

352

ବ୍ରହ୍ମପୁର୧୫ା୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ସରକାରଙ୍କ ପକ୍ଷରୁ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ ଯୋଗାଇ ଦିଆଯାଉଥିବା ୟୁନିଫର୍ମ । ଏହାକୁ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକ ପିଲାମାନଙ୍କୁ ୟୁନିଫର୍ମ ପିନ୍ଧିବାକୁ ବାଧ୍ୟବାଧକତା କରିଥିବା ଦେଖାଯାଇଛି । ଆଜି ଏହାକୁ ନେଇ ବ୍ରହ୍ମପୁରର ଏକ ଘରୋଇ ସ୍କୁଲରେ ଅଭାବନୀୟ ଘଟଣା ହେବା ଦେଖିବାକୁ ମିଳିଛି ।

 

ଜଣେ ପ୍ରଥମ ଶ୍ରେଣୀର ଛାତ୍ରୀ ସ୍କୁଲକୁ ୟୁନିଫର୍ମ ନପିନ୍ଧି ସାଧାରଣ ଡ୍ରେସ୍ ପିନ୍ଧି ଆସିଥିବାରୁ ଶିକ୍ଷୟିତ୍ରୀ ଛାତ୍ରୀଙ୍କୁ ଶ୍ରେଣୀ ଗୃହରେ ଉଲଗ୍ନ କରିଥିବାକୁ ନେଇ ସ୍କୁଲରେ କିଛି ସମୟ ଉତ୍ତେଜନା ଦେଖିବାକୁ ମିଳିଥିଲା । ସ୍କୁଲ ୟୁନିଫର୍ମ ପିନ୍ଧି ନଥିବାରୁ ଛାତ୍ରୀକୁ ଉଲଗ୍ନ କରାଯାଇଥିବା ଅଭିଯୋଗ ରେ ସଂପୃକ୍ତ ଶିକ୍ଷୟିତ୍ରୀ ଙ୍କୁ ବୈଦ୍ୟନାଥପୁର ଥାନାରେ ଅଟକ ରଖାଯାଇଥିବା ବୈଦ୍ୟନାଥପୁର ଥାନାରୁ ପକ୍ଷରୁ ସୁଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.