Home ଓଡ଼ିଶା ବିଧାନସଭାରେ ସରକାରୀ ଉଦ୍ୟୋଗରେ ହେଉଥିବା ଅନିୟମିତତା ଅଭିଯୋଗ ;ଉତ୍ତର ରଖିଲେ ସାଧାରଣ ଉଦ୍ୟୋଗ ମନ୍ତ୍ରୀ 

ବିଧାନସଭାରେ ସରକାରୀ ଉଦ୍ୟୋଗରେ ହେଉଥିବା ଅନିୟମିତତା ଅଭିଯୋଗ ;ଉତ୍ତର ରଖିଲେ ସାଧାରଣ ଉଦ୍ୟୋଗ ମନ୍ତ୍ରୀ 

99

ଭୁବନେଶ୍ୱରା୧୫ା୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଜି ବିଧାନସଭା ଅଧୀବେଶନରେ ସରକାରୀ ଉଦ୍ୟୋଗ ଗୁଡିକରେ ହେଉଥିବା ଅନିୟମିତତାର ଉତ୍ତର ରଖି ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି ଯେ ୪ଟି ଉଦ୍ୟୋଗର ୧୭୨ ଅଧିକାରୀଙ୍କ ନାଁରେ ଅଭିଯୋଗ ଆସିଛି ।

 

ଯୋଗାଣ ନିଗମରେ ସର୍ବାଧିକ ୩୪ ଜଣଙ୍କ ନାଁରେ ଅଭିଯୋଗ ହୋଇଛି । କିଛି ମାମଲାରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ବେଳେ ଅନ୍ୟ କିଛିର ତଦନ୍ତ ଚାଲିଥିବା ଗୃହରେ ଉତ୍ତର ରଖିଛନ୍ତି ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଅଶୋକ ପଣ୍ଡା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.