Home Top News ସୁଲୋଚନା ଦାସ ହେଲେ ଭୁବନେଶ୍ୱରର ପ୍ରଥମ ମହିଳା ମେୟର, ୬୧ ହଜାରରୁ ଉର୍ଦ୍ଧ୍ୱ ଭୋଟରେ ଜିତିଲେ...

ସୁଲୋଚନା ଦାସ ହେଲେ ଭୁବନେଶ୍ୱରର ପ୍ରଥମ ମହିଳା ମେୟର, ୬୧ ହଜାରରୁ ଉର୍ଦ୍ଧ୍ୱ ଭୋଟରେ ଜିତିଲେ ସୁଲୋଚନା

185

ଭୁବନେଶ୍ୱର ୨୭-୩ (ଓଡ଼ିଆ ପୁଅ) ଭୁବନେଶ୍ୱର ମହାନଗର ନିଗମର ମେୟର ଭାବେ ନିର୍ବାଚିତ ହୋଇଛନ୍ତି ବିଜେଡି ମେୟର ପ୍ରାର୍ଥୀନୀ ସୁଲୋଚନା ଦାସ। ସୁଲୋଚନା ୬୧ ହଜାରରୁ ଉର୍ଦ୍ଧ୍ୱ ଭୋଟରେ ବିଜେପି ପ୍ରାର୍ଥୀନୀ ସୁନୀତି ମୁଣ୍ଡଙ୍କୁ ହରାଇଛନ୍ତି।

ସୁଲୋଚନାଙ୍କୁ ୧,୭୪,୪୮୭ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପିର ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡଙ୍କୁ ୧,୧୩,୪୦୦ ଭୋଟ ମିଳିଛି। କଂଗ୍ରେସର ମେୟର ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟଙ୍କୁ ୧୧,୦୦୬ ଖଣ୍ଡ ଭୋଟ ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.