Home Top News କଟକ ମହାନଗର ନିଗମ ନର୍ବାଚନରେ ସୁବାସ ସିଂହଙ୍କ ବିପୁଳ ବିଜୟ

କଟକ ମହାନଗର ନିଗମ ନର୍ବାଚନରେ ସୁବାସ ସିଂହଙ୍କ ବିପୁଳ ବିଜୟ

53

କଟକ, ୨୬/୩ (ଓଡ଼ିଆ ପୁଅ /ଅଭୟ ଜେନା) କଟକ ମହାନଗର ନିଗମ ମେୟର ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ସୁବାଷ ସିଂହ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସ ପ୍ରାର୍ଥୀ ଗିରିବାଳା ବେହେରାଙ୍କଠାରୁ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ବିଜେଡ଼ି ପ୍ରାର୍ଥୀ ସୁବାସ ସିଂ ୪୫,୨୦୬ ଖଣ୍ଡ ଅଧିକ ଭୋଟରେ ବିଜୟ ହାସଲ କରିଛନ୍ତି।

ସୁବାସ ସିଂଙ୍କୁ ୧,୧୩,୫୬୨ ଖଣ୍ଡ ଭୋଟ ମିଳିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଗିରିବାଳା ବେହେରାଙ୍କୁ ୬୮,୩୫୬ ଖଣ୍ଡ ଭୋଟ ମିଳିଛି। ବିଜେପି ପ୍ରାର୍ଥୀ ଶ୍ରୀତମ ଦାସଙ୍କୁ ୪୯,୨୨୩ ଖଣ୍ଡ ଭୋଟ ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.