ଶୁଭ ସକାଳ: ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ ..

ଆଜିର ଅନୁଚିନ୍ତା – ଆମେ ଆମର ଚଲା ପଥରେ ଅବିରତ ଚାଲିବା ଦରକାର। ନାଁ’ ଏଠି ଥକିବାର ଅଛି, ନାଁ’ ଅଟକି ଯିବାର ଅଛି, ନାଁ’ ନଇଁବାର ଅଛି। ଆମକୁ କେବଳ ସମୟର ଚଲାବାଟରେ ସଞ୍ଜମ, ଧର୍ଯ୍ୟ, ଅନୁଶାସନ ଏବଂ କର୍ମନିଷ୍ଟ ସହିତ ଅବିରତ ଭାବରେ ଚାଲିବାର ଅଛି। ହଁ, ସମୟ ତ’ ପ୍ରତ୍ୟକ କ୍ଷଣରେ ପରୀକ୍ଷା ନେବ। କିନ୍ତୁ, ଆମେ ପ୍ରସ୍ତୁତ ହୋଇ ଚାଲିଲେ ଆମେ ଆମ ଚଲାବାଟରେ ଜଣେ ପରିପକ୍ୱ ପଥିକ ହୋଇ ଗନ୍ତବ୍ୟ … Continue reading ଶୁଭ ସକାଳ: ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ ..