Home ଓଡ଼ିଶା ସିଭିଲ ସର୍ଭିସ (ପ୍ରିଲିମିନାରୀ) ପରୀକ୍ଷା ୨୦୨୧ ତାରିଖ ଘୁଞ୍ଚିଲା

ସିଭିଲ ସର୍ଭିସ (ପ୍ରିଲିମିନାରୀ) ପରୀକ୍ଷା ୨୦୨୧ ତାରିଖ ଘୁଞ୍ଚିଲା

37

ନୂଆ ଦିଲ୍ଲୀ ମଇ ୧୩ (ଓଡ଼ିଆ ପୁଅ) ନୋଭେଲ୍ କରୋନା ଭାଇରସ୍ (କୋଭିଡ-୧୯) ଦ୍ଵାରା ସୃଷ୍ଟି ହୋଇଥିବା ଅସୁବିଧା କାରଣରୁ ସିଭିଲ୍ ସର୍ଭିସେସ୍ (ପ୍ରିଲିମିନାରୀ) ପରୀକ୍ଷା ୨୦୨୧କୁ କେନ୍ଦ୍ର ଲୋକସେବା ଆୟୋଗ ସ୍ଥଗିତ ରଖିଛନ୍ତି। ଏହି ପରୀକ୍ଷା ଯାହା ୨୭ ଜୁନ୍, ୨୦୨୧ରେ ଅନୁଷ୍ଠିତ ହେବାର ଥିଲା, ତାହା ବର୍ତ୍ତମାନ ୧୦ ଅକ୍ଟୋବର, ୨୦୨୧ରେ ଅନୁଷ୍ଠିତ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.