Home କୋରାପୁଟ କୋରାପୁଟ ଜିଲ୍ଲା ପ୍ରଶାସନକୁ ଆଇସିଆଇସିଆଇ ବ୍ୟାଙ୍କ ଓ ଫାଉଟେଂସନ ତରଫରୁ ୧୮ଟି ଅକ୍ସିଜେନ କନସେଟ୍ରାଟରସ  ପ୍ରଦାନ

କୋରାପୁଟ ଜିଲ୍ଲା ପ୍ରଶାସନକୁ ଆଇସିଆଇସିଆଇ ବ୍ୟାଙ୍କ ଓ ଫାଉଟେଂସନ ତରଫରୁ ୧୮ଟି ଅକ୍ସିଜେନ କନସେଟ୍ରାଟରସ  ପ୍ରଦାନ

33

କୋରାପୁଟ ୦୨-୦୮(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲା ପ୍ରଶାସନକୁ ଆଇସିଆଇସିଆଇ ବ୍ୟାଙ୍କ ଓ ଫାଉଟେଂସନ ତରଫରୁ ୧୮ ଟି ଅକ୍ସିଜେନ କନସେଟ୍ରାଟରସ ପ୍ରଦାନ କରାଯାଇଥିବା ଜଣାପଡିଛି । ଆଇସିଆଇସିଆଇ ବ୍ୟାଙ୍କ ଆଂଚଳିକ ମୁଖ୍ୟ ପ୍ରବୀଣ କାଣ୍ଡୁରୀ ଓ କୋରାପୁଟ ଶାଖା ପରିଚାଳକ  ଶଙ୍କର ପ୍ରସାଦ କୋରାପୁଟ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତରଙ୍କୁ ୧୮ ଟି ଅକ୍ସିଜେନ କନସେଟ୍ରାଟରସ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.