Home ଓଡ଼ିଶା ସିନାପାଲିକୁ ଏନଏସି ମାନ୍ୟତା ଦାବିରେ ୧୨ଘଣ୍ଟିଆ ବନ୍ଦ ଡାକରା

ସିନାପାଲିକୁ ଏନଏସି ମାନ୍ୟତା ଦାବିରେ ୧୨ଘଣ୍ଟିଆ ବନ୍ଦ ଡାକରା

282

ନୂଆପଡା ୧୫-୧୧ (ଓଡ଼ିଆ ପୁଅ) ନୂଆପଡା ଜିଲ୍ଲାର ସିନାପାଲିକୁ ସିନାପାଲିକୁ ଏନଏସି ମାନ୍ୟତା ଦାବିରେ ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ଡାକରା ସିନାପାଲି ସଚେତନ ନାଗରିକ ମଞ୍ଚ ପକ୍ଷରୁ ଦିଆଯାଇଛି । ଏହି କାରଣରୁ ସିନାପାଲିରେ ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ କିଛିପରିମାଣରେ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.