Home Top News ସିକନ୍ଦରାବାଦ ଅଗ୍ନିକାଣ୍ଡରେ ମୃତ ଦମ୍ପତିଙ୍କ ପାଇଁ କଟକରେ ଶୋକର ଛାୟା

ସିକନ୍ଦରାବାଦ ଅଗ୍ନିକାଣ୍ଡରେ ମୃତ ଦମ୍ପତିଙ୍କ ପାଇଁ କଟକରେ ଶୋକର ଛାୟା

47

କଟକ, ୧୩/୯ (ଓଡ଼ିଆ ପୁଅ/ଅଭୟ ଜେନା) ତେଲେଙ୍ଗାନା ଜିଲ୍ଲା ସିକନ୍ଦରାବାଦର ଏକ ଲଜରେ ଭୟାନକ ଅଗ୍ନିକାଣ୍ଡରେ କଟକର ସ୍ୱାମୀ ସ୍ତ୍ରୀଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିମାନେ ହେଲେ କାଫଲା ବଜାର ମହାନ୍ତିପଡ଼ାର ଚନ୍ଦନ ଜେଠି ଓ ମିତାଳି ମହାପାତ୍ର। ସେମାନେ ଏକ ଟ୍ରେନିଂ ପାଇଁ ହାଇଦ୍ରାବାଦ ଯାଇଥିଲେ। ମାତ୍ର ଦୁର୍ଭାଗ୍ୟ ବଶତଃ, ସେମାନେ ରହୁଥିବା ଲଜର ତଳମହଲାରେ ଥିବା ବାଇକ ସୋରୁମରେ ଅଗ୍ନିକାଣ୍ଡ ଘଟି ଉପରେ ଥିବା ଲଜକୁ ବ୍ୟାପି ଥିଲା ଓ ଦମ୍ପତିଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ସାରା ପରିବାର ଓ କଟକର ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.