Home ଜିଲ୍ଲା ପରିକ୍ରମା ସାଳନ୍ଦୀ ପ୍ରେସ୍ କ୍ଲବ୍ ପକ୍ଷରୁ ଡିଆଇପିଆରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ସାଳନ୍ଦୀ ପ୍ରେସ୍ କ୍ଲବ୍ ପକ୍ଷରୁ ଡିଆଇପିଆରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

52

ଭଦ୍ରକ, ୨୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଗୋଲଖ ଚନ୍ଦ୍ର ବେହେରାଙ୍କୁ ଭଦ୍ରକ ସାଳନ୍ଦୀ ପ୍ରେସ୍ କ୍ଲବ୍ ପକ୍ଷରୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି ।ଏଠାରେ ସୂଚନାଯୋଗ୍ୟ ଶ୍ରୀ ବେହେରା ଦୀର୍ଘଦିନ ଧରି ଏହି ଜିଲାର ସୂଚନା ଓ ଲୋକସଂପର୍କ ଅଧିକାରୀ ଭାବେ କାର୍ଯ୍ୟ କରିବା ମଧ୍ୟରେ ଜଣେ ମିଷ୍ଟଭାଷୀ, ସରଳ ମଣିଷ ଭାବେ ସମସ୍ତଙ୍କର ପରିଚିତ ଥିଲେ । ଚଳିତମାସ ୩୦ ତାରିଖରେ ସେ କାର୍ଯ୍ୟରୁ ଅବସର ନେଉଥିବାରୁ ତାଙ୍କୁ କ୍ଲବ୍‌ର ସଭାପତି ତଥା ଆଇନ୍‌ଜୀବୀ ଶ୍ରୀକାନ୍ତ ତ୍ରିପାଠୀଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟମାନେ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.