ସୋନାଙ୍କ ଅର୍ଦ୍ଧ ଉଲଗ୍ନ ଫଟୋ ଭାଇରାଲ୍

ମୁମ୍ବାଇ: ଓଡ଼ିଆ ଝିଅ ତଥା ବଲିଉଡ ଗାୟିକା ସୋନା ମହାପାତ୍ରଙ୍କ କିଛି ବିକିନି ଫଟୋ ଭାଇରାଲ୍ ହୋଇଛି।ତେବେ ଏହି ଫଟୋ ଗୁଡ଼ିକ ଲିକ୍ ହୋଇ ନାହିଁ, ବରଂ ସୋନା ନିଜେ ତାଙ୍କର ଏହି ଅର୍ଦ୍ଧ ଉଲଗ୍ନ ଫଟୋ ଗୁଡ଼ିକୁ ନିଜ ଟ୍ୱିଟର୍ ଆକାଉଣ୍ଟରେ ସେୟାର କରିଛନ୍ତି।ଏହାକୁ ନେଇ ସୋନାଙ୍କୁ ଅନେକ ଟ୍ରୋଲ୍ କରାଯାଉଥିବା ବେଳେ ସୋନା ମଧ୍ୟ ଏହାର ଉତ୍ତର ରଖିଛନ୍ତି। https://twitter.com/sonamohapatra/status/1211841386489663488?s=19 ସୋନା ମହାପାତ୍ର ଓଡ଼ିଶାରେ ଜନ୍ମିତ ଜଣେ ଭାରତୀୟ ଗାୟିକା ଓ ଗୀତ ଲେଖିକା।ଭାରତରେ … Continue reading ସୋନାଙ୍କ ଅର୍ଦ୍ଧ ଉଲଗ୍ନ ଫଟୋ ଭାଇରାଲ୍