Home ଜିଲ୍ଲା ପରିକ୍ରମା ସାଇବାବାଙ୍କ ବାର୍ଷିକୋତ୍ସବ

ସାଇବାବାଙ୍କ ବାର୍ଷିକୋତ୍ସବ

131

ନୟାଗଡ଼, ୧୪ା୪ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ): ନୟାଗଡ଼ ସହର ଉପକଣ୍ଠସ୍ଥ ଲେଖନପୁର ସାଇବାବାଙ୍କ ମନ୍ଦିରର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷିରେ ମହିଳାମାନଙ୍କ ଦ୍ୱାରା ଏକ ବିରାଟ କଳସ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଶହ ଶହ ସଂଖ୍ୟାରେ ମହିଳା କଳସ ଶୋଭଯାତ୍ରାରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା। ରବିବାର ଏଠାରେ ପଣା ଉତ୍ସବ ପାଳନ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.