Home ଜିଲ୍ଲା ପରିକ୍ରମା ଜାତୀୟ ସୁରକ୍ଷା ମାତୃତ୍ୱ ଦିବସ

ଜାତୀୟ ସୁରକ୍ଷା ମାତୃତ୍ୱ ଦିବସ

149

ନୟାଗଡ଼, ୧୪ା୪ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ): ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜାତୀୟ ସୁରକ୍ଷା ମାତ୍ୟତ୍ୱ ଦିବସ ପାଳିତ ହୋଇଯାଇଛି। ଡାକ୍ତର ଶ୍ୱେତ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠଳରେ ଡାକ୍ତର ସୁରେଶ ଚନ୍ଦ୍ର ମହାପାତ୍ର, ଡାକ୍ତର ବଟକୃଷ୍ଣ ମହଲ, ଡାକ୍ତର ରବିନ୍ଦ୍ର କୁମାର ସାହୁ, ପ୍ରସନ୍ନ୍ କୁମାର ମହାପାତ୍ର ପ୍ରମୁଖ ଯୋଗଦେଇଥିଲାବେଳେ ମାତୃତ୍ୱ ପାଇଁ ପ୍ରସବ ସହାୟିକା ଓ ସୁରକ୍ଷିତ ମାତୃତ୍ୱ ପାଇଁ ସ୍ୱାସ୍ଥ୍ୟ କର୍ମଚାରୀ ଓ ଆଶା କର୍ମୀମାନଙ୍କ ଭୂମିକା, ଗର୍ଭବତୀମାନଙ୍କ ଯତ୍ନ, ଗର୍ଭଧାରଣ, ରକ୍ତହୀନତାର କାରଣ ଓ ନିରାକରଣ, ଗର୍ଭବତୀ ମା’ର ଖାଦ୍ୟ, ବିଶ୍ରାମ, ସ୍ତନ୍ୟପାନ ତଥା ପ୍ରସବ ପରବର୍ତ୍ତୀ ଯେତ୍ନ ଉପରେ ଆଲୋକପାତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.