Home ଜିଲ୍ଲା ପରିକ୍ରମା ସରକାରୀ କର୍ମଚାରୀଙ୍କ ପାଇଁ ପଛୁଆବର୍ଗ ସର୍ଭେ ସୁବିଧା କେନ୍ଦ୍ର

ସରକାରୀ କର୍ମଚାରୀଙ୍କ ପାଇଁ ପଛୁଆବର୍ଗ ସର୍ଭେ ସୁବିଧା କେନ୍ଦ୍ର

33

ଭଦ୍ରକ, ୩୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ପଛୁଆ ବର୍ଗ ଲୋକଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସର୍ଭେ କାର୍ଯ୍ୟ ନେଇ ସରକାରୀ କର୍ମଚାରୀ ମାନଙ୍କ ପାଇଁ ଜିଲ୍ଲାପାଳ, ଭଦ୍ରକଙ୍କ କାର୍ଯ୍ୟାଳୟରେ ୨୯ ମଇ ରୁ ଖୋଲାଯାଇଥିବା ପଛୁଆ ବର୍ଗ ସର୍ଭେ ସୁବିଧା କେନ୍ଦ୍ର ଜୁନ ୭ ପର୍ଯ୍ୟନ୍ତ କାର୍ଯ୍ୟ କରିବ । ପ୍ରତିଦିନ ସକାଳ ୭ଟାରୁ ଦିବା ୧ଟା ପର୍ଯ୍ୟନ୍ତ ଏହା ଖୋଲା ରହୁଛି । ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ସରକାରୀ କର୍ମଚାରୀମାନେ ଏହି କେନ୍ଦ୍ରରେ ତଥ୍ୟ ପ୍ରଦାନ କରିପାରିବେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.