Home ଓଡ଼ିଶା ସବ ର୍ଭାରତୀୟ ନିଟ ପରୀକ୍ଷାରେ ମାଲକାନଗିରି ଜିଲ୍ଲାର ୨ ଛାତ୍ରୀଙ୍କ ସଫଳତା

ସବ ର୍ଭାରତୀୟ ନିଟ ପରୀକ୍ଷାରେ ମାଲକାନଗିରି ଜିଲ୍ଲାର ୨ ଛାତ୍ରୀଙ୍କ ସଫଳତା

89

ମାଲକାନଗିରି,୨ା୧୧(ଓଡିଆ ପୁଅ )ସବ ର୍ଭାରତୀୟ ନିଟ ପରୀକ୍ଷାରେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଦୁଇଜଣ ଛାତ୍ରୀ ସଫଳତା ହାସଲ କରି ଜିଲ୍ଲାପାଇଁ ଗୌରବ ଆଣିଦେଇଛନ୍ତି । ଏହି ଛାତ୍ରୀ ଦୁଇଜଣ ହେଲେ ଜବାହର ନବୋଦୟ ବିଦ୍ୟାଳୟ-୧ ର ବଣ୍ଣ ର୍ଳୀ ରାୟ ଓ ସୁପ୍ରିୟା ପ୍ରିୟ ଦର୍ଶନୀ । ବଣ୍ଣ ର୍ାଳୀ ରାୟ ମୋଟ ୫୯୦ ନମ୍ବର ରଖିଥିବା ବେଳେ ସୁପ୍ରୀୟା ପ୍ରୀୟ ଦର୍ଶନୀ ୫୧୦ ନମ୍ବର ରଖି ସବ ର୍ଭାରତୀୟ ନିଟ ମେଧା ତାଲିକାରେ ସ୍ଥାନପାଇଛନ୍ତି । ଏହି ଦୁଇ ମେଧା ଛାତ୍ରୀଙ୍କ ସଫଳତା ପାଇଁ ଜିଲ୍ଲାରେ ଖୁସିର ଲହରୀ ଖେଳି ଯାଇଛି,ଛାତ୍ରୀ ଦୁଇଜଣ ଙ୍କୁ ଜିଲ୍ଲାବାସୀ ସୁଭେଚ୍ଛା ଜଣାଇବା ସହିତ ବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ଚାରିଆଡୁ ଅଭିନନ୍ଦନର ସୁଅ ଛୁଟିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.