Home ଜିଲ୍ଲା ପରିକ୍ରମା ସତ୍ୟବାଦୀ ବ୍ଲକର ଭୀମପୁର ଛକ ଏବଂ ପକ୍ଷି ମୁଣ୍ଡା ଛକ ଦକ୍ଷିଣ ପଟକୁ କଣ୍ଟେନମେଣ୍ଟ ଜୋନ... ଜିଲ୍ଲା ପରିକ୍ରମାପୁରୀସହର ସତ୍ୟବାଦୀ ବ୍ଲକର ଭୀମପୁର ଛକ ଏବଂ ପକ୍ଷି ମୁଣ୍ଡା ଛକ ଦକ୍ଷିଣ ପଟକୁ କଣ୍ଟେନମେଣ୍ଟ ଜୋନ ଘୋଷଣା By Bijay Kumar Pattanaik - June 13, 2020 115 Total0 0 0 0 0ପୁରୀ ୧୩-୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ସତ୍ୟବାଦୀ ବ୍ଲକର ଦାଶଵିଦ୍ୟାଧରପୁର ପଞ୍ଚାଯତ ଅନ୍ତର୍ଗତ ଭୀମପୁର ସାମିଲ ପକ୍ଷିମୁଣ୍ଡା ଗ୍ରାମ ରେ ଦୁଇଟି କୋଭିଡ ୧୯ ରୋଗୀ ଚିହ୍ନଟ ହୋଇଥିବାରୁ ଭୀମପୁର ଛକ ଏବଂ ପକ୍ଷି ମୁଣ୍ଡା ଛକ ଦକ୍ଷିଣ ପଟକୁ କଣ୍ଟନମେଣ୍ଟ ଜୋନ ଘୋଷଣା କରାଯାଇଛି। Tweet Total0 0 0 0 0