Home ଜିଲ୍ଲା ପରିକ୍ରମା ସଡକ ସୁରକ୍ଷା ସଚେତନତା ରଥ ଓ ସାଇକେଲ ସୋଭାଯାତ୍ରା ଉଦଘାଟିତ

ସଡକ ସୁରକ୍ଷା ସଚେତନତା ରଥ ଓ ସାଇକେଲ ସୋଭାଯାତ୍ରା ଉଦଘାଟିତ

30

ମାଲକାନଗିରି,୧୮ା୧ (ଓଡିଆ ପୁଅ ) ଆଜି ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସଡକସୁରକ୍ଷା ସଚେତନତା ରଥ ଓ ସାଇକେଲ ସୋଭାଯାତ୍ରାକୁ ଜିଲ୍ଲାପାଳ ଡ.ୟେଦୁଲା ବିଜୟ ଓ ଏସପି ରିଶିକେଶ ଡି ଖିଲାରୀ ସବୁଜ ପତକା ଦେଖାଇ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟାକ୍ରମରେ ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ମଟର ଯାନ ନୀରିକ୍ଷକ ଉପେନ୍ଦ୍ର ପୁଶିକା,ଟ୍ରାଫିକ ସବଇନିସ୍ପେକ୍ଟର ଭର ସଗରିଆ, ଅଧ୍ୟାାପକ ରଜଂନକୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଜନସଚେତନତା ରଥ ଓ ସାଇକେଲ ସୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ସହରପରିକ୍ରମା କରି ସଡକସୁରକ୍ଷା ଜୀବନ ରକ୍ଷାର ବାର୍ତା ଦେଇଥିଲେ

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.